ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ନୂଆପଡ଼ା

Nuapada News: Find all Latest and Breaking News on Nuapada. Read Breaking News on Nuapada updated and published at The Sakala.

ପାରିବାରିକ କଳହର କରୁଣ ପରିଣତି, ୧୩…

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାଙ୍କ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି  ।…

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁରେ ଭାଲୁ ଆକ୍ରମଣରେ ବାପଙ୍କ ମୃତ୍ୟୁ ଘଟିିଥିବା ବାଳେ ପୁଅ ଗୁରୁତ ହୋଇଛି।  ମୃତ୍ୟୁ ଘଟିଥିବା ବାପାଙ୍କ ନାଁ  ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ହୋଇଥିବା ପୁଅଙ୍କ ନାଁ ଚୈତନ୍ୟ ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳୁ…

ମହାବଳ ବାଘ ଶିକାର ଘଟଣା ପାଞ୍ଚ ଗିରଫ

ଖଡ଼ିଆଳ  :   ମହାବଳ ବାଘ ଶିକାର କରିଥିବା  ଅଭିଯୋଗରେ  ଛତିଶଗଡ଼ ବନବିଭାଗର ଏକ ଟିମ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଖଡୁପାଣି ଗାଁ ସମେତ ଚିକଲଛୁଆଁ ଏବଂ ପାଟଧରା ଅଂଚଳରେ ଚଡ଼ଉ କରି ୫ଜଣଙ୍କୁ ଗିରଫ କରିବା  ସହ ତାଙ୍କଠାରୁ ଏକ ଛୋଟ ବାଘ ଛାଲା, ବାଘନଖ,  ବାଘଦାନ୍ତ, ଏକ ବଜ୍ରକାପ୍ତା, ଗୋଟିଏ ଦେଶୀ…

ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ପେନସନ…

ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ ବିନୋଦିନୀ…

ଢାବାରେ ଛୁରା ମାଡ଼, ଚାରି ଜଣ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭବାନୀପାଟଣା ରାସ୍ତାରେ ଥିବା ଏଜ ଢାବାରେ ଚୁରାମାଡ଼ ହୋଇଥିବା ଅଭିଯୋଗ ହୋଉଛି। ଖଡ଼ିଆଳ ଥାନାରେ ଢାବାର ମିସ୍ତ୍ରୀ ପରକ୍ଷିତ ମେହେର କରିଥିବା ଅଭିଯୋଗ ଅନୁସାରେ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଖଡ଼ିଆଳ ଫୋକଟ ପଡାର ଆଲୋକ ସାହୁ ଏବଂ ସାହୁ ପଡାର ଜିତୁ ସାହୁ ଦୁହେଁ…

ଫାଇଭ-ଟି ସଚିବଙ୍କ ନୂଆପଡ଼ା ଗସ୍ତ;…

ନୂଆପଡ଼ା: ଫାଇଭ-ଟି ସଚିବଙ୍କ ନୂଆପଡ଼ା ଗସ୍ତର ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରିଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ସିନାପାଲିର ୭ଟି ସ୍ଥାନରେ ଉଦନ୍ତି…

ଟାନୱାଟର ଦାରିଦ୍ର୍ୟ ଦୂରକଲା ଗେଣ୍ଡୁଫୁଲ…

ନୂଆପଡ଼ା( ଘନଶ୍ୟାମ ଭୋଇ): ଦିନେ ସୁଖବାସୀ ହେବାର ସ୍ୱପ୍ନରେ ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ଯାଉଥିଲେ। ଦରିଦ୍ରତାର କୁଚକ୍ରୀରୁ କେବେ ମୁକୁଳିବେ ବୋଲି ଏମାନେ କେବେ ଆଶା ରଖି ନ ଥିଲେ। ହେଲେ ସମୟ ବଦଳିଛି। ଲୋକେ ତାଙ୍କ ଗାଁରେ ରହି ରୋଜଗାରର ବାଟ ଖୋଜିଛନ୍ତି। ନିଜ ବିଲରେ ପରିଶ୍ରମ…

ନୂଆପଡ଼ାରେ ବାଘ ଆତଙ୍କ: ପୁଣି ଏକ ଗାଈକୁ…

ନୂଆପଡା: ନୂଆପଡ଼ା ରେଞ୍ଜ ଅଧିନ ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଚୁଲାଭାଟ ଗାଁରେ ବାଘ ଆତଙ୍କ ଦେଖା ଦେଇଛି । ଗତକାଲି ରାତିରେ ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝିଙ୍କ ଗାଈକୁ ବାଘ ମାରି ଖାଇଛି । ଗତ କାଲି ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚାରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ…

ଗାଁରେ ଏକତା, ଶାନ୍ତି ଓ ମୈତ୍ରୀ…

ସେବିତବ୍ୟେ ମହାବୃକ୍ଷଃ..ଫଳ ଛାୟା ସମନ୍ୱିତଃ। ୟଦି ଦୈବାତ ଫଳମ୍‌‌ ନାସ୍ତି; ଛାୟା କେନ ନିବାର୍ଯ୍ୟତେ।। ନୂଆପଡ଼ା (ଘନଶ୍ୟାମ ଭୋଇ): ସଂସ୍କୃତରେ ଲିଖିତ ଏ ବାଣୀ ପୂରା ସତ। ଗୋଟେ ବୃକ୍ଷ ଫଳ ଓ ଛାୟା ପ୍ରଦାନ କରିଥାଏ। ଦୁର୍ଭାଗ୍ୟବଶତଃ ଯଦି ଏହି ବୃକ୍ଷ ଫଳ ପ୍ରଦାନ କରି ନ ପାରେ ତେବେ ଛାଇ ନିଶ୍ଚିତ…

ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା…

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ  ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ…