ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ ଜେଇଇ ମେନ୍‌ (JEE-Mains) ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ଅନୁଷ୍ଠିତ ପରୀକ୍ଷା ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। jeemain.nta.ac.in ଅଫିସିଆଲ ୱେବସାଇଟ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।

JEE Main ୨୦୨୪ରେ ୫୬ ଜଣ ଛାତ୍ରୀଛାତ୍ର ୧୦୦ ପ୍ରତିଶତ ପାଇଛନ୍ତି। ଶତପ୍ରତିଶତ ପାଇଥିବା ପ୍ରାର୍ଥୀ ତାଲିକାରେ ଦୁଇ ଝିଅ ମଧ୍ୟ ସମଲ ଅଛନ୍ତି। ସେମାନେ ହେଉଛନ୍ତି ଦିଲ୍ଲୀର ଶାୟନା ସିହ୍ନା ଏବଂ କର୍ନାଟକର ସାନଭି ଜୈନ। ଏହା ବ୍ୟତୀତ ପଶ୍ଚିମବଙ୍ଗର ଭୁମିକା ସାହା ଥାର୍ଡଜେଣ୍ଡର ବର୍ଗରେ ୫୬.୬୭୮୪୮୨୦ ପ୍ରତିଶତ ହାସଲ କରିଛନ୍ତି।

Leave A Reply

Your email address will not be published.