ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୋମା ମାଡ଼ ବେଳେ ଛିଣ୍ଡିଲା ହାତ, ୩ ଆହତ

ଗଞ୍ଜାମ : ବୋମା ମାଡ଼ ବେଳେ ଛିଣ୍ଡିଲା ହାତ, ୩ ଆହତ । ଘଟଣା ଘଟିଛି ବ୍ରହ୍ମପୁର ନୀମଖଣ୍ଡି ଥାନା ନୂଆ ଯୋଗିଆପଲି ଗାଁରେ ଘଟଣା ସେହି ଗାଁର କାର୍ତ୍ତିକ ପାତ୍ର ଘର ଦାଣ୍ଡରେ ଠିଆ ହୋଇ ମୂଲିଆ ମାନଙ୍କୁ ଟଙ୍କା ଦେଉଥିବା ବେଳେ ହଠାତ୍ କାଳିଆ ପାତ୍ର ଓ ଏମ ମହେଶ ଦୋରା ଏକ ବାଇକ୍ ରେ ଆସିଥିଲେ। ହଠାତ୍ ଏକ ବୋମା ବାହାର କରି କାର୍ତ୍ତିକଙ୍କ ପିଠିକୁ ବୋମା ମାରିଥିଲେ। ଫଳରେ କଳିଆଙ୍କ ହାତରେ ବୋମାଟି ଫୁଟି ଯାଇଥିବା ବେଳେ ବାଇକ୍ ରେ ପଛରେ ବସିଥିବା ମହେଶଙ୍କ ମୁହଁକୁ ମାଡ଼ ହୋଇଚି। କାର୍ତ୍ତିକଙ୍କ ପିଠିରେ ବୋମା ମାଡ ହୋଇ ଗଭୀର ଆଘାତ ଲାଗିଛି। ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.