ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଫିକ୍‌‌ ପରିଚାଳନା ଓ ଗଣ୍ଡଗୋଳ ରୋକିବ…

ଭୁବନେଶ୍ୱର: ଏଣିକି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ଅଣାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଗାଡ଼ି ଚଳାଚଳ ଓ ଟ୍ରାଫିକ୍‌‌ ପରିଚାଳନାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ଲାଗି ବଡି କ୍ୟାମେରା ଅଣାଯାଇଛି। ଏହା ଦ୍ୱାରା ଅମାନିଆ ଚାଳକଙ୍କ ଗତିବିଧି ଓ ଗଣ୍ଡଗୋଳ ସମୟର…

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବେ। ସୂଚନା ଅନୁସାରେ ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିମାନ ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୦ଟାରେ ଜୟପୁର…

ସିସୋଦିଆଙ୍କ ଜାମିନ ଆବେଦନ,…

ନୂଆଦିଲ୍ଲ: ଆମ ଆଦମୀ ପାର୍ଟି (ଆପ୍‌) ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇକୁ ନୋଟିସ ଜାରି କରିଛନ୍ତି। ୫ ଦିନ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଏହା ସହିତ ରୋଗୀଣା ପତ୍ନୀଙ୍କୁ…

ଭିଜିଲାନ୍ସ ଜାଲରେ RWSS ବିଭାଗର ସହକାରୀ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି…

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ…

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି…

ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ…

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ…

ଲୁଟ ପାଇଁ AIର ପ୍ରୟୋଗ: ବ୍ୟବହାର…

ଭୁବନେଶ୍ବର:ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ଆଙ୍ଗୁଠି ଟିପରେ ସାରା ଦୁନିଆ। ଏହି ଡିଜିଟାଲାଇଜେଶନ ଯେଉଁ ଗତିରେ ବୃଦ୍ଧି ପାଇଛି, ତା’ ସହ ସାଇବର ଅପରାଧ ମଧ୍ୟ ସମାନ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମୋବାଇଲ ମାୟାରେ ଶିଶୁଠାରୁ ବୃଦ୍ଧ ସଭିଏଁ ପୀଡ଼ିତ। ନିଜଠାରୁ କ୍ଷଣିଏ କେହି ମୋବାଇଲକୁ ଦୂରେଇ ପାରୁ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି,…

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। କେନ୍ଦ୍ରାପଡ଼ା ଜିଲ୍ଲାର ଚକବନ୍ଦୀ ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭାଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ସେ ଜଣଙ୍କଠାରୁ ଆରସି ମାମଲାର ସମାଧାନ …

ଟି-୨୦ ବିଶ୍ୱକପ୍‌: ନାସାଉ ଷ୍ଟାଡିୟମରେ…

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜନ ହେବ। ନ୍ୟୁୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ପିଚ୍‌ ପ୍ରସ୍ତୁତ ହୋଇଛି। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ ସମେତ ୮ଟି ମ୍ୟାଚ୍‌ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ବିନା…

ନୂଆଦିଲ୍ଲୀ:  ସ୍ପେକ୍ଟ୍ରମ୍ ଆବଣ୍ଟନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟ୍‌କା ଲାଗିଛି। ସ୍ପେକ୍ଟ୍ରମ୍ ଆବଣ୍ଟନ ସହ ଜଡିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ହେବ ନାହିଁ। ଏ ନେଇ ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ମଧ୍ୟ ଆମେଦନକୁ ତାଲିକାଭୁକ୍ତ କରିବାକୁ ରୋକ୍‌ଠୋକ୍‌ ମନା କରି…