ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର:  ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁରର ଗ୍ରାମୀଣ ସବ୍-ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁଙ୍କ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୮ ଡିଏସପି, ୮ ଇନିସପେକ୍ଟର ଓ ୭ ଏସଆଇ ସାମିର ରହିଛନ୍ତି। ଭୁବନେଶ୍ବରର, କଟକ, କେନ୍ଦ୍ରାପଡା  ସମେତ ସରକାରୀ ବାସଭବନ, ଅଫିସ କାର୍ଯ୍ୟଳୟ ଓ ରାୟପୁର ସ୍ଥିତ ତାଙ୍କ ସମ୍ପର୍କୀୟ ବାସଭବନରେ ଚଢାଉ ଜାରି ରହିଛି। ଏଥିସହ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି।

Leave A Reply

Your email address will not be published.