Browsing Tag

Uttar Pradesh

ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ନ…

ଉତ୍ତର ପ୍ରଦେଶ: ଶୋକରେ ପରିଣତ ହେଲା ବିବାହର ଖୁସି । ରସଗୋଲା ନ ମିଳିବାରୁ ବିବାହ ଭୋଜିରେ ଘଟିଲା ତୁମୁଳ କାଣ୍ଡ । ରସଗୋଲାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଘଟିଲା ଭୟାନକ ମାରପିଟ । ମାରପିଟ ଭିତରେ କେହିଜଣେ ଛୁରୀରେ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଦେଲା । ମେଡିକାଲ…

ନୋଏଡାରେ ନିର୍ମାଣଧୀନ ପାଚେରୀ ଭୁଷୁଡି…

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ବଡ ଧରଣର ଅଘଟଣ । ନୋଏଡା ସେକ୍ଟର ୨୧ ରେ ଏକ ନିର୍ମାଣଧୀନ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ,…

ଲକ୍ଷ୍ନୌ: ତ୍ତରପ୍ରଦେଶରେ ତାଣ୍ଡବ ଲୀଳା ରଚିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଲକ୍ଷ୍ନୌର କ୍ୟାଣ୍ଟ ଅଞ୍ଚଳ ଦିଲକୁଶାରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ…

ଲକ୍ଷ୍ନୌ: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ,…

ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଭୟଙ୍କର ଅଗ୍ନିକାଣ୍ଡ: ୩ ମହଲା କୋଠାରେ…

ମୋରଦାବାଦ: ଉତ୍ତର ପ୍ରଦେଶର ମୋରଦାବାଦରେ ଥିବା ଗୋଟିଏ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି  ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ଯୁ ଘଟାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ବିଲଡିଂରେ ନିଆଁ ଲାଗି ଯାଇଥିଲା।  ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର…

ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମଥୁରାର…

ମଥୁରା: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ମଙ୍ଗଳ ଆଳତି ଅବସରରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ ମଙ୍ଗଳା ଆରତୀ ସମୟରେ ଜଣେ ଭକ୍ତ ମନ୍ଦିର ଦ୍ୱାରରେ ଅଚେତ ହୋଇ…

ଭାରସାମ୍ଯ ହରାଇ ଘରେ ପଶିଲା ଟ୍ରକ: ୪ମୃତ,…

ମୈନପୁରୀ: ଉତ୍ତରପ୍ରଦେଶର ମୈନପୁରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ସଡ଼କ ନିକଟରେ ଥିବା ଘରେ ପଶିଗଲା ଟ୍ରକ୍ । ଫଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମେନପୁରୀ ଏସପି କମଲେଶ ଦୀକ୍ଷିତଙ୍କ ସୂଚନା ଅନୁଯାୟୀ,  ଏକ ଦ୍ରୁତ…

ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ, ୧୭ରୁ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମଝିନଈରେ ଗୁରୁବାର ଏକ ବଡ଼ ଧରଣ ଅଘଟଣ ଘଟିଛି। ଉତ୍ତରପ୍ରଦେଶର ବାନ୍ଦା ନିକଟରେ ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ସୂଚନା…

ଯୋଗୀଙ୍କୁ ହତ୍ୟା ଧମକ; ୩ ଦିନରେ ବୋମାରେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୋଲିସ କଣ୍ଟ୍ରୋଲ ରୁମ ୧୧୨ ହ୍ୱାଟସଆପ ନମ୍ବରରେ ଆସିଛି ହତ୍ୟା ଧମକ । ଯେଉଁ ନମ୍ବରରୁ ଧମକ ଆସିଛି ତାହା ଶାହିଦ ଖାନ୍‌ ନାମରେ ରେଜିଷ୍ଟର ହୋଇଛି । ଧମକ ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ରକ୍ଷାବନ୍ଧନ ପାଇଁ ସ୍ବତନ୍ତ୍ର…

ଉତ୍ତରପ୍ରଦେଶ ଆଗ୍ରାରେ ଏକ ଦୋକାନରେ ରକ୍ଷାବନ୍ଧନ ଅବସରରେ ପ୍ରସ୍ତୁତି ହୋଇଛି ସ୍ବତନ୍ତ୍ର ‘ଗୋଲ୍‌ଡେନ୍‌ ଘେବର’ ମିଠା । ଏହାର କିଲୋପ୍ରତି ଦର ଅଛି ୨୫ ହଜାର ଟଙ୍କା। ଏହାକୁ ବ୍ରଜ ରସାୟକ ମିଷ୍ଟାନ ଭଣ୍ଡାର ପ୍ରସ୍ତୁତ କରିଛି। ଏହି ପାରମ୍ପରିକ ମିଠାକୁ କ୍ଷୀର, ଘିଅ, ମଇଦା, ଚିନି, ପିସ୍ତାବାଦାମ ଏବଂ…