ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Uttar Pradesh

ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ…

ଭୁବନେଶ୍ୱର: ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌ ! ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ ଓଡ଼ିଶାର ପୁରୀରେ…

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ…

ପ୍ରୟାଗରାଜ: ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା…

ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା…

ଶାହଜହାଁପୁର: ଡାଲା ସହ ଏକ ଟ୍ରାକ୍ଟର ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ବୀରସିଂହପୁର ଗାଁରେ । ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟରର ଟ୍ରଲିଟି ଭକ୍ତଙ୍କ ଦ୍ୱାରା…

ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦର ପୁଅ…

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍‌ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ । ଏହା ସହ ମଦମ୍ମଦ ଗୁଲାମର ବି ହୋଇଛି ଏନକାଉଣ୍ଟର । ସେମାନଙ୍କ ନାଁରେ ୫ ଲକ୍ଷ…

ପିଲାଙ୍କ ଉତ୍ତର ଖାତାରୁ ବାହାରୁଛି…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତାରୁ ବାହାରୁଛି ନୋଟ୍। ଏହି ନୋଟ ମଧ୍ୟରେ ୧୦୦, ୫୦୦ ଓ ୨୦୦୦ ହଜାର ଟଙ୍କା ରହିଛି। ଶିକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଘଟିଥିବା ଜଣାପଡ଼ିଛି। ୭ଦିନର ଖାତା ମୂଲ୍ୟାଙ୍କନ…

ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିବା ପରେ…

ଉତ୍ତରପ୍ରଦେଶ: ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବରଯାତ୍ରୀଙ୍କୁ ସାଥିରେ ଧରି ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ କନ୍ୟା ଘର ପାଖରେ ପହଁଚିଲା ବର। ତେବେ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର…

ପୁଣି ବୋରଓ୍ବେଲରେ ଖସିପଡିଲା ଆଉ ଜଣେ…

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ…

ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ…

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ…

ମୈନପୁରୀ ଆସନରୁ ବିପୁଳ ଭୋଟରେ ଜିତି…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନରେ ବିଜୟଲାଭ କରି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଛନ୍ତି ବୋହୂ ଡିମ୍ପଲ ଯାଦବ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ…

ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ନ…

ଉତ୍ତର ପ୍ରଦେଶ: ଶୋକରେ ପରିଣତ ହେଲା ବିବାହର ଖୁସି । ରସଗୋଲା ନ ମିଳିବାରୁ ବିବାହ ଭୋଜିରେ ଘଟିଲା ତୁମୁଳ କାଣ୍ଡ । ରସଗୋଲାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଘଟିଲା ଭୟାନକ ମାରପିଟ । ମାରପିଟ ଭିତରେ କେହିଜଣେ ଛୁରୀରେ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଦେଲା । ମେଡିକାଲ…