ଜଣାଶୁଣା ଟିକ୍ଟକ୍ ଷ୍ଟାର ତଥା ବିଜେପି…
ନୂଆଦିଲ୍ଲୀ: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଅକାଳ ବିୟୋଗ । ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ସେ ଗୋଆରେ ଥିଲେ । ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ଗତକାଲି ରାତିରେ ହୃଦଘାତର ଶୀକାର ହୋଇଥିଲେ । ଟିକଟକ୍…