ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Puri Jagannath

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ…

ପୁରୀ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀ ଜଗନ୍ନାଥ ଧାମକୁ ଆସିଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।…

ଆଜି ସେନାପଟା ଲାଗି: ମଧ୍ୟାହ୍ନ ୧୨ଟା ଯାଏ…

ପୁରୀ: ମଙ୍ଗଳବାର ସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁବିଗ୍ରହ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଦଇତାପତିମାନେ ପ୍ରବେଶ କରିଥିବାବେଳେ ସୋମବାର ଚାରମାଳ ବନ୍ଧା ଏବଂ ସେନାପଟା ଲାଗି ହେବ। ଏହି ନୀତି ପାଇଁ ସୋମବାର ପ୍ରାତଃରୁ ମଧ୍ୟାହ୍ନ ୧୨ଟା…

ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା…

ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜଭବନରେ ରାତ୍ରିଯାପନ ପରେ ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ…

ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା;…

ପୁରୀ: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଆସନ୍ତା ଫେବୃଆରୀ ୨୧ରୁ ଶ୍ରଦ୍ଧାଳୁଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାତ୍ର ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ…

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ…

ପୁରୀବାସୀଙ୍କ ପାଇଁ ଖୁସି ଖବର: ନଭେମ୍ବର…

ପୁରୀ: କାର୍ତ୍ତିକରେ ଶ୍ରୀକ୍ଷେତ୍ରବାସୀଙ୍କ ଲାଗି ସହଜ ହେଲା ଜଗା ଦର୍ଶନ । ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀବାସୀ । ଏ ନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖ ଠାରୁ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ…

ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ…

ପୁରୀ: ଆଜିଠୁ ତିନିଦିନ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ଘୋଷଣା କରିଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗଣେଶ ପୂଜା, ଦୁଇଦିନିଆ ସପ୍ତାହାନ୍ତ ଦର୍ଶନ ବନ୍ଦ ପରିପ୍ରେକ୍ଷୀରେ…

ଶ୍ରୀମନ୍ଦିରକୁ ୨ କୁଇଣ୍ଟାଲ ଚନ୍ଦନ କାଠ…

ପୁରୀ: ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱନିୟନ୍ତାଙ୍କ ପାଇଁ ଯଦି ସାମାନ୍ୟତମ ସହଯୋଗ ପ୍ରଦାନ କରନ୍ତି ସେଥିରେ ସେ କୃତାର୍ଥ ହୋଇଥାନ୍ତି। ଏଭଳି ମାନସିକତା ଯୋଗୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ…

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର…

ପୁରୀ: ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ୩ ରଥକୁ ଟଣାଯାଇଛି।  ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। । କୋଭିଡ୍ କଟକଣା ମଧ୍ୟରେ ସେବାୟତମାନେ ରଥ…

ପୁରୀର କୋଭିଡ଼ ସ୍ଥିତି ସମୀକ୍ଷା କଲେ…

ପୁରୀ: ପୁରୀ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ। ବୁଧବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ସୁଜାତା ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ କଣ୍ଟ୍ରୋଲ ରୁମ ଓ କୋଭିଡ ମେଡିକାଲ ପରିଦର୍ଶନ…