ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପୂର୍ଣ୍ଣାହୂତିରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ ।

ଏହି କାର୍ଯ୍ଯକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି ପୂଜନ କାର୍ଯ୍ଯକ୍ରମ ରହିଥିବାବେଳେ ୨୪ରେ ରହିଛି ପୂର୍ଣ୍ଣାହୂତି ରହିଛି । ଅନ୍ୟପଟେ ପୁର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ଯକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.