ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Monkey Pox

ପୁଣି କେରଳରୁ ଚିହ୍ନଟ ହେଲେ ଆଉ ଜଣେ…

କେରଳ: କେରଳରୁ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ…

ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ…

ଭୁବନେଶ୍ବର: ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ। ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ। ଯଦି ଜ୍ଵର…

ଦିଲ୍ଲୀରୁ ଚିହ୍ନଟ ହେଲା ମଙ୍କିପକ୍ସର ଆଉ…

ଦିଲ୍ଲୀ: ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ। ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିକୁ ପଠାଯାଇଛି। ତେବେ ଏହାକୁ ମିଶାଇ ଦେଶରେ ଏଯାଏଁ ୪ଜଣଙ୍କ ଠାରେ…

ଦ୍ୱିତୀୟ ମାମଲା ଚିହ୍ନଟ ପରେ ଚିନ୍ତା…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ, ସ୍କ୍ରବ୍‌…

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଆସିଥିଲା ବେଳେ ଏବେ ମଧ୍ୟ ଏହାର ପ୍ରାଦୁର୍ଭାବ ଅନେକ ରାଷ୍ଟ୍ରରେ ଜାରି ରହିଛି। ଚୀନ୍‌, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଏହା ମଧ୍ୟରେ…

ଦ୍ରୁତ ଗତିରେ ମାଡ଼ି ଚାଲିଛି ମଙ୍କିପକ୍ସ:…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର ଶିକାର ହୋଇଥିବା ରିପୋର୍ଟ ଆସିଛି।…

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ପ୍ରଥମ…

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଆତଙ୍କ ବଢୁଥିବା ବେଳେ ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ଯବସ୍ଥା। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି।…

‘ମଙ୍କିପକ୍ସ’କୁ ନେଇ କିଛି ଏଭଳି…

ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି ।…