ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mamita Meher murder case

ମୁହଁ ଖୋଲିଲେ ମମିତାଙ୍କ ପରିବାର, ନିଜକୁ…

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା।…

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା…

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ଆଜି କଣ୍ଟାବାଞ୍ଜି ଉପ କାରାଗାରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ କାରାଗାରରୁ ଡ଼ାକ୍ତରଖାନା ଆଣିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସେ…

ମମିତା ମେହେର ହତ୍ୟା ଘଟଣା: ଏଡିଜେ…

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, କଣ୍ଟାବାଞ୍ଜି ଅତିରିକ୍ତଜିଲ୍ଲା ଦୌରାଜଜ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ  ହାଜର ହୋଇଛନ୍ତି। ତେବେ କଡା ସୁରକ୍ଷା ବଳୟ ମଧ୍ୟ୍ୟ ରେ ପୁଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି…

ମମିତା ମେହେର ପ୍ରସଙ୍ଗରେ…

ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଅତି ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମମିତା ମୃତ୍ୟୁକୁ ରାଜନୀତିକରଣ କରାଯାଉଛି । ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ଅନୁରୋଧ…

ମମିତା ହତ୍ୟାକାଣ୍ଡ ଘଟଣା: ଜେଏମଏଫସି…

ବଙ୍ଗୋମୁଣ୍ଡା: ମମିତା ହତ୍ୟାକାଣ୍ଡ ଘଟଣାରେ JMFC ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା…

ମମିତା ମେହେର ହତ୍ୟା ମାମଲା :…

ଭୁବନେଶ୍ବର : ମମିତାଙ୍କ ପରିବାର ଲୁହକୁ ନେଇ ରାଜନୀତି କରୁଛି ବିଜେପି। ନ୍ୟାୟ ଦେବା ଲାଗି ନାଟକ କରି ଦେଉଛି ମାନସିକ ନିର୍ଯାତନା। ଦଳ ଦଳ ହୋଇ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରର ମାନସିକ ଶାନ୍ତିକୁ ନଷ୍ଟ କରୁଛନ୍ତିି। ଡାହା ମିଛ କହିବାକୁ ବି ଲଜ୍ଜାବୋଧ କରୁନାହାନ୍ତି ଦଳୀୟ ନେତା।…

ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି…

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ।…

ମମିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ,…

ଭୁବନେଶ୍ୱର : ଉତ୍ତରପ୍ରଦେଶର ଖେରୀ ହେଉ କି ହାଥରସ୍‌।  ଅପରାଧ ପରେ ଘଟଣାସ୍ଥଳରେ ବିରୋଧୀ ଦଳକୁ ମିଳେନି ଏଣ୍ଟ୍ରି। ନା ପୀଡିତାକୁ ନା ପୀଡିତାର ପରିବାରକୁ ଭେଟିବାକୁ ମିଳେ କାହାକୁ ଅନୁମତି। ଏପରିକି ଘଟଣାସ୍ଥଳକୁ ବି ବିରୋଧୀ ଦଳଙ୍କୁ ଯିବାକୁ ଅନୁମତି ମିଳେନି। ୧୪୪ ଧାରା ଲାଗୁ ସହ ଗଣମାଧ୍ୟମକୁ ମଧ୍ୟ…

ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ…

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ। ପୁଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର…

ଦରଦାମ ବୃଦ୍ଧିରେ ଜନତା ଅତିଷ୍ଠ; ମାତ୍ର…

ଭୁବନେଶ୍ୱର: ରାଜ୍ୟରେ ବିଜେପିର ପଦ୍ମ ପାଖୁଡ଼ା ଗୋଟାକ ପରେ ଗୋଟାଏ ଖସି ଚାଲିଛି। ଦଳର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଛନ୍ତି । ୨୦୧୯ ପରେ ଚାରି ଚାରିଟି ଉପନିର୍ବାଚନରେ ଦଳ ଭୟଙ୍କର ପରାଭବ ଭୋଗିଛି। ବାଲେଶ୍ବର ସଦର ଆସନ ହାତରୁ ଖସିଛି। ବିଭିନ୍ନ ଜିଲ୍ଲାରେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର । ଦଳୀୟ…