ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kolkata

କୁହୁଡ଼ି ପାଇଁ ବାତିଲ ହେଲା ରାଉରକେଲାରୁ…

ରାଉରକେଲା: ରାଉରକେଲାରୁ କୋଲକାତା ବିମାନ ସେବା ଆଜି ବାତିଲ ହୋଇଛି। କୁହୁଡି ପାଗ ଥିବାରୁ ବିମାନ ସେବା ବାତିଲ ହୋଇଛି। ରାଉରକେଲା ବିମାନବନ୍ଦରରେ ILS ମେସିନ ଲଗାଯାଉ ନ ଥିବାରୁ କୁହୁଡି ପାଗ ରହିଲେ ବିମାନ ସେବା ବାତିଲ ହେଉଛି। ILS ମେସିନ ଲଗାଇବା ପାଇଁ ବାରମ୍ବାର ଦାବି ହେବା ସ୍ବତ୍ତେ କେନ୍ଦ୍ର ସରକାର…

ଆଇସିସି ବିଶ୍ୱକପ୍‌ : ବାଂଲାଦେଶକୁ ୮୭…

କୋଲକାତା : ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨ ରନ କରିଥିଲା। ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ…

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ…

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ…

ଫିଫା ବିଶ୍ୱକପ୍‍ ଦେଖିବାକୁ କତାରରେ…

କୋଲକାତା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍‍ ଫୁଟବଲର ପ୍ରଭାବ ଏବେ ବିଶ୍ୱର ସମସ୍ତ ଫୁଟବଲ ପ୍ରେମୀଙ୍କ ଉପରେ ପଡ଼ିଛି। ଫୁଟବଲ ଲାଗି ପାଗଳ ହୋଇଯାଉଥିବା କୋଲକାତାର ସମର୍ଥକ ମାନେ ଏଥିରୁ ବାଦ୍‍ ଯାଆନ୍ତେ କିପରି ? ଫିଫାର ଏହି ସିନିୟର ପୁରୁଷ ବିଶ୍ୱକପ୍‍ ଖେଳ ଦେଖିବାକୁ କୋଲକାତାରୁ କେବଳ ୯,୦୦୦ ସମର୍ଥକ…

ପଶ୍ଚିମବଙ୍ଗ ଟିଏମସି ନେତାଙ୍କ ଘରେ ବୋମା…

କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ସ୍ତିତ ଅର୍ଜୁନ ନଗର ଅଞ୍ଚଳରେ ରହୁଥିବା ତ୍ରୁଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ…

ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା…

କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା' । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ…

ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା…

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ।…

କୋଲକତାରେ ମା’ ଦୁର୍ଗାଙ୍କ…

କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା' ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ…

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ…

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ…

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ…