ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kandhamal

୫ଟି ସଚିବଙ୍କ କନ୍ଧମାଳ ଗସ୍ତର ଦ୍ୱିତୀୟ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ…

ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି…

କନ୍ଧମାଳ: ଶାଳ ବଣରେ ସମୃଦ୍ଧିର ସ୍ବାକ୍ଷର। ବଦଳିବ କନ୍ଧମାଳର କାୟାକଳ୍ପ। ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା। ଗ୍ରାଉଣ୍ଡକୁ ଯାଇ ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦୁଇଦିନିଆ ଗସ୍ତର ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା…

୫ଟି ସଚିବଙ୍କ କନ୍ଧମାଳ ଗସ୍ତ: ମା’…

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା…

ବିରଳ ପ୍ରତିଭା: ବୟସ ମାତ୍ର ୧୫, ମାତ୍ର…

ଫୁଲବାଣୀରୁ(ସଞ୍ଜୟ ପାତ୍ର): ବିଶ୍ୱାସ ନ ହେଲେ ବି ମନ ଓ ଚିତ୍ତ ଉପରେ ବିଜୟ ହାସଲ କରି ଅସାଧ୍ୟ ହାସଲ କରୁଥିବା ଅନେକ ବିରଳ ପ୍ରତିଭା ରହିଛନ୍ତି। ସେମିତି ଜଣେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀର ବିଦୁସ୍ମିତା ପ୍ରଧାନ। ବୟସ ମାତ୍ର ୧୫ କିନ୍ତୁ ଖୋଲା ଆଖିରେ ବେଶ୍‌‌ ଭଲଭାବେ ଦେଖିପାରନ୍ତି। କିନ୍ତୁ…

ଓଡିଶାରେ ଅଛି ଏଭଳି ଏକ ମନ୍ଦିର, ଯେଉଁ…

ଜି.ଉଦୟଗିରି (ବଟ୍ଟକୃଷ୍ଣ ଦାଶ): ଭଗବାନଙ୍କ ଉପରେ ଆସ୍ଥା ଚମତ୍କାର। ଏଥିପାଇଁ ପ୍ରମାଣ ଲୋଡ଼ା ହୁଏନି; ବରଂ ଅନେକ ଲୋକଶୃତି, ଲେଖା ମାଧ୍ୟମରେ ଠାକୁରଙ୍କ ମହିମା ପିଢ଼ି ପରେ ପିଢ଼ି ପରିବ୍ୟାପ୍ତ। ଆମ ରାଜ୍ୟରେ ଅନେକ ଦେବାଦେବୀଙ୍କ ପୀଠ ରହିଛି। ସବୁ ପୀଠର ମହିମା ଅଲଗା ଓ ପରମ୍ପରା ବି ଭିନ୍ନ। କନ୍ଧମାଳ ଜିଲ୍ଲା…

ପାରିବାରିକ କଳହର କରୁଣ ପରିଣତି; ମଦ୍ୟପ…

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର…

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା;…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଡ଼ବେରିର ଏସ ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।…

ପୋଲିସ୍‌ ଇନଫର୍ମର ସନ୍ଦେହରେ ଦିନ…

କୋଟଗଡ/ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ…

ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା…

ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର…

୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବାରୁ…

ଫୁଲବାଣୀ/ ଦାରିଙ୍ଗବାଡି: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜଜ୍ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ଭାଚନ ରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ। ଏନେଇ ବାଲିଗୁଡା ସିନିୟର ସିଭିଲ ଜଜ୍ ଶ୍ରୀ ଦିପଙ୍କର ପଟ୍ଟନାୟକ…