Browsing Tag

Kandhamal

ପାରିବାରିକ କଳହର କରୁଣ ପରିଣତି; ମଦ୍ୟପ…

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର…

କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା;…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଡ଼ବେରିର ଏସ ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।…

ପୋଲିସ୍‌ ଇନଫର୍ମର ସନ୍ଦେହରେ ଦିନ…

କୋଟଗଡ/ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ…

ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା…

ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର…

୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବାରୁ…

ଫୁଲବାଣୀ/ ଦାରିଙ୍ଗବାଡି: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜଜ୍ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ଭାଚନ ରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ। ଏନେଇ ବାଲିଗୁଡା ସିନିୟର ସିଭିଲ ଜଜ୍ ଶ୍ରୀ ଦିପଙ୍କର ପଟ୍ଟନାୟକ…

ଥାନା ଭିତରେ ଯୁବକଙ୍କୁ ନିର୍ଧୁମ ମାଡ଼;…

ବ୍ରହ୍ମପୁର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରୁ ଜଣେ ଯୁବକଙ୍କୁ ଉଠାଇ ଆଣି ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋପାଳପୁର ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ଅଭିଯୋଗରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‍ ଶୁକ୍ରବାର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବଦଳି କରିଛନ୍ତି। ତାଙ୍କୁ…

ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ଦୁଇଟି ଜୀବନ । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ଜଣେ କିରାଣିଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଦୁଇ ଜଣ ମହିଳା…

ବନ୍ଧାହେଲେ ଲାଞ୍ଚୁଆ ଲାଇନ ମ୍ୟାନ୍, ନୂଆ…

ଫୁଲବାଣୀ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଲାଇନ ମ୍ୟାନ୍ । ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । କନ୍ଧମାଳ ଜିଲ୍ଲା ଟିକାବାଲି ବିଦୁତ ବିଭାଗର ଲାଇନ ମ୍ୟାନ କାଳୁ ଚରଣ ପଲେଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଇନ ମ୍ୟାନଙ୍କୁ ଗିରଫ…

ଫୁଲବାଣୀ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କରେ ଋଣ…

ଫୁଲବାଣୀ: ଫୁଲବାଣୀ ଷ୍ଟେଟ୍‍ ବ୍ୟାଙ୍କରେ ଋଣ ଜାଲିଆତି ମାଧ୍ୟମରେ କୋଟି କୋଟି ଟଙ୍କା ଚଳୁ କରିନେବା ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଏଲ୍‍ଏଚ୍‍ଓର ଏକ ଭିଜିଲାନ୍‍ସ ତଦନ୍ତକାରୀ ଟିମ୍‍ ଫୁଲବାଣୀ ଶାଖା ସମେତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ବାରମ୍ବାର ଗସ୍ତ କରିବା ସହିତ ସମବାୟ ଋଣ ଜାଲିଆତିର…

ଲାଲବାହିନୀର ବର୍ବରତା; ପୋଲିସ ଇନଫର୍ମର…

ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ…