ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Jaga Mission

୧୮ରେ ଜାଗା ମିଶନ ପଟ୍ଟା ବଣ୍ଟନର…

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର…

ବିଏମ୍‌‌ସିକୁ ‘ଜାଗା ମିଶନ’ ଜଗୁଆଳୀ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଜାଗା ମିଶନ ସର୍ଭେରେ ଅନିୟମିତତା ଅଭିଯୋଗ ବଢ଼଼ିବାରେ ଲାଗିଛି। ବିଭିନ୍ନ ବସ୍ତିରେ କେଉଁଠି ତାଲିକାରୁ ନାଁ କାଟି ଦିଆଯାଉଛି ତ କେଉଁଠି ତାଲିକାରେ ନାଁ ଯୋଡ଼ିବା ପାଇଁ ଲକ୍ଷାଧିକ ଟଙ୍କା ଦାବି କରାଯାଉଛି। ଏହା ସହିତ ଅନେକ ସ୍ଥାନରେ କିଛି ଅଯୋଗ୍ୟ…

ଓଡ଼ିଶାର ଜାଗା ମିଶନର କାର୍ଯ୍ୟକାରିତାକୁ…

ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର…

ଜାଗା ମିଶନ କାର୍ଯ୍ୟ ଆଗେଇନେବେ ଟୁଲିପ୍‌‌…

ଭୁବନେଶ୍ୱର: ଜାଗା ମିଶନ କାର୍ଯ୍ୟକୁ ଆଗେଇ ନେବେ ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’(ଟୁଲିପ୍‌‌) ଇଣ୍ଟର୍ଣ୍ଣ। ରାଜ୍ୟ ସରକାର ଓ ବସ୍ତିବାସିନ୍ଦା ସଂଘ ସହିତ ଶେତୂ ଭାବେ କାର୍ଯ୍ୟ କରିବେ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣ। ଏହାଦ୍ୱାରା କାର୍ଯ୍ୟ ତ୍ୱାରାନ୍ୱିତ ହେବା ସହିତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ…

ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା:…

ଭୁବନେଶ୍ବର: ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିଶ୍ବସ୍ତରରେ ସମ୍ମାନିତ ହେଲା ଜାଗା ମିଶନ । ଜାଗା ମିଶନ ଜରିଆର ରାଜ୍ଯରେ ୩ ହଜାର ବସ୍ତିର ଉନ୍ନତିକରଣ ପାଇଁ…

୫ ମହାନଗରବାସୀଙ୍କୁ ମିଳିବ ଭୂମି ଅଧିକାର:…

ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ…

ଜାଗା ମିଶନରେ ସାମିଲ ହେବେ ମହାନଗର…

ଭୁବନେଶ୍ବର: ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ ।  ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା। ୫ଟି…

‘ଜାଗା ମିଶନ’ରେ ଯୋଗାଯାଉଛି ମୌଳିକ…

ଭୁବନେଶ୍ୱର:ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ବସ୍ତିମୁକ୍ତ ସହର ହେବ। ସହରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀର ୧୩୫ଟି ବସ୍ତିର ଚେହେରା ବଦଳି ସାରିଥିବା ବେଳେ ଏଗୁଡ଼ିକୁ ଏବେ ବିଏମ୍‍ସି…