ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

FIFA World Cup

ଫିଫା ବିଶ୍ବକପ୍‌ ଫାଇନାଲ୍‌ : ଟାଇଟଲ…

ଦୋହା : ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା, ୧୯୯୮ ଓ ୨୦୧୮ରେ ଟାଇଟଲ ଜିତିଥିବା ଫ୍ରାନ୍ସ ମଧ୍ୟରେ ଏଠାରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଓ ହୁଗ ଲୋରିସ୍‍ଙ୍କ ନେତୃତ୍ୱରେ ଫ୍ରାନ୍ସ ଯଦି ଏଠାରେ ଟାଇଟଲ…

ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସି…

ନୂଆଦିଲ୍ଲୀ: ମେସିଙ୍କ ପ୍ରଶଂସକଙ୍କୁ ଲାଗିପାରେ ବଡ ଝଟକା । ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି । ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଖେଳାଯିବ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ । ଫାଇନାଲରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ସାରା ବିଶ୍ୱବାସୀଙ୍କ ନଜର…

ଆଜିଠୁ ଫିଫା ବିଶ୍ୱକପ୍‍ ସେମିଫାଇନାଲ :…

ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ…

ଫିଫା ବିଶ୍ୱକପ୍‍ ଦେଖିବାକୁ କତାରରେ…

କୋଲକାତା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍‍ ଫୁଟବଲର ପ୍ରଭାବ ଏବେ ବିଶ୍ୱର ସମସ୍ତ ଫୁଟବଲ ପ୍ରେମୀଙ୍କ ଉପରେ ପଡ଼ିଛି। ଫୁଟବଲ ଲାଗି ପାଗଳ ହୋଇଯାଉଥିବା କୋଲକାତାର ସମର୍ଥକ ମାନେ ଏଥିରୁ ବାଦ୍‍ ଯାଆନ୍ତେ କିପରି ? ଫିଫାର ଏହି ସିନିୟର ପୁରୁଷ ବିଶ୍ୱକପ୍‍ ଖେଳ ଦେଖିବାକୁ କୋଲକାତାରୁ କେବଳ ୯,୦୦୦ ସମର୍ଥକ…

ଫିଫା ବିଶ୍ୱକପ୍‍: ଇତିହାସ ରଚିଲା…

କତାର: ଫିଫା ବିଶ୍ୱପକରେ ଇତିହାସ ରଚିଲା ମୋରୋକ୍କୋ । ପର୍ତ୍ତୁଗାଲକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ମୋରୋକ୍କୋ । ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ସେପଟେ ପର୍ତ୍ତୁଗାଲ…

ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ :…

ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ର ୩ୟ ଦିନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ। ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ସାଉଦିଆରବ। ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ସି ମୁକାବିଲାରେ ସାଉଦିଆରବ ଆର୍ଜେଣ୍ଟିନାକୁ…

ଆଜିଠୁ ଫିଫା ବିଶ୍ୱକପ୍‍ ଆରମ୍ଭ;…

ଦୋହା(ଏଜେନ୍ସି): ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍‍ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟର କ୍ଷୁଦ୍ର ଦେଶ କତାରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‍ର ଏହି ୨୨ତମ ସଂସ୍କରଣ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଶ୍ୱକପ୍‍ ବେଶ୍‍ ଗୁରୁତ୍ୱ…

ଆଜିଠୁ ‘ଫିଫା’ ୧୭ ବର୍ଷରୁ କମ୍‍ ମହିଳା…

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ହକି ପରେ ଏବେ ଫୁଟବଲ୍‍ ଫିଭର। ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ…