ଟ୍ୱିଟରର ନୂଆ ସିଇଓ ମସ୍କଙ୍କ ପୋଷା କୁକୁର…
ନୂଆଦିଲ୍ଲୀ : ଟ୍ୱିଟର ମାଲିକ ହେବା ପରେ ଏଲନ୍ ମସ୍କ୍ ଅନେକ କିଛି ପରିବର୍ତ୍ତନ କରୁଛନ୍ତି। ପ୍ରଥମେ ସେ ଟ୍ୱିଟରର ବହୁ କର୍ମଚାରୀମାନଙ୍କୁ ଛଟେଇ କରିଥିଲେ, ଏହାପରେ ବଡ ବଡ ପଦବୀରେ ଥିବା ଅଧିକାରମାନଙ୍କୁ ମଧ୍ୟ ବାହର କରିଥିଲେ। ନିଜେ ଟ୍ବିଟର ସିଇଓ ପଦରେ ମଧ୍ୟ ବସିଥିଲେ। କିନ୍ତୁ ଏବେ ଟ୍ବିଟରକୁ ନୂଆ…