ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Elon Musk

୮ ଦିନ ମଧ୍ୟରେ ସବସ୍କ୍ରିପଶନ ଫି ନଦେଲେ…

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ…

ପୁଣି ବଦଳିଲା ଟ୍ବିଟର ଲୋଗୋ: ହଟିଲା…

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। କିଛିଦିନ ତଳେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଥିଲେ । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି…

ବଦଳିଲା ଟ୍ବିଟର ଲୋଗୋ: ନୀଳ ପକ୍ଷୀ ବଦଳରେ…

ନୂଆଦିଲ୍ଲୀ : ଏଲୋନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଛନ୍ତି । ନୀଳ ପକ୍ଷୀ ବଦଳରେ 'ଡଗି'  ନୂଆ ଲୋଗୋ ରହିଛି। ଏହି 'ଡଗି'…

ଟ୍ୱିଟରର ନୂଆ ସିଇଓ ମସ୍କଙ୍କ ପୋଷା କୁକୁର…

ନୂଆଦିଲ୍ଲୀ : ଟ୍ୱିଟର ମାଲିକ ହେବା ପରେ ଏଲନ୍‌ ମସ୍କ୍‌ ଅନେକ କିଛି ପରିବର୍ତ୍ତନ କରୁଛନ୍ତି। ପ୍ରଥମେ ସେ ଟ୍ୱିଟରର ବହୁ କର୍ମଚାରୀମାନଙ୍କୁ ଛଟେଇ କରିଥିଲେ, ଏହାପରେ ବଡ ବଡ ପଦବୀରେ ଥିବା ଅଧିକାରମାନଙ୍କୁ ମଧ୍ୟ ବାହର କରିଥିଲେ। ନିଜେ ଟ୍ବିଟର ସିଇଓ ପଦରେ ମଧ୍ୟ ବସିଥିଲେ। କିନ୍ତୁ ଏବେ ଟ୍ବିଟରକୁ ନୂଆ…

କାଙ୍ଗାଳ ହେଉଛନ୍ତି ଏଲନ୍‌ ମସ୍କ,…

ନୂଆଦିଲ୍ଲୀ : ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ଏପରି କିଛି ଯାହା ପାଇଁ ମସ୍କ ନିଜେ ମଧ୍ୟ ଲଜ୍ଜିତ ହେବେ। ବ୍ୟକ୍ତିଗତ ସମ୍ପତ୍ତି ହରାଇବାରେ ମସ୍କ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ମାତ୍ର ବର୍ଷକରେ ଅର୍ଥାତ ନଭେମ୍ବର…

ଏଲନ୍‌ ମସ୍କଙ୍କୁ ଚୀନ୍‌ରୁ ଝଟ୍‌କା, ୧୦…

ନୂଆଦିଲ୍ଲୀ : ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଏଥର ମସ୍କଙ୍କୁ ଚାଇନାରୁ ଝଟ୍‌କା ଲାଗିଛି। ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ ହୋଇଯାଇଛି। ଏଥିଯୋଗୁ କମ୍ପାନୀର ସେୟାର ମୂଲ୍ୟ ୬୯% ହ୍ରାସ ଘଟିଛି। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ…

ଧନୀ ତାଲିକାର ଏକ ନମ୍ବର ମାନ୍ୟତା ହରାଇଲେ…

ନୂଆଦିଲ୍ଲୀ : ଟ୍ୱିଟର କିଣିବା ପରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଖରାପ ସମୟ ଦେଇ ଗତି କରୁଛନ୍ତି। ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ମସ୍କଙ୍କ ମୁଣ୍ଡରୁ ହଟିଯାଇଛି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ।…

ଆଇଫୋନ୍ ଅପେକ୍ଷା ଅଧିକ ଶକ୍ତିଶାଳୀ…

ନୂଆଦିଲ୍ଲୀ : ନିକଟରେ ଟ୍ୱିଟରର ମାଲିକ ହୋଇଥିବା ଏଲନ ମସ୍କ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି। ବିଶ୍ବର ନମ୍ବର ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ନିଆଯାଉଥିବା ବିିଭିନ୍ନ ନିଷ୍ପତ୍ତି ପାଇଁ ସେ କ୍ରମାଗତ ଭାବେ ଗଣାମାଧ୍ୟଠୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚିତ ଚେହେରା…

ଏଲନ୍‌ ମସ୍କ ଦୈନିକ ହରାଉଛନ୍ତି ୨୫୦୦…

ୱାଶିଂଟନ୍‌: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମାନ୍ୟତା ଏବେ ବିପଦରେ। ମସ୍କ ବିଗତ ଏକ ବର୍ଷ ମଧ୍ୟରେ ନିଜର ଅଧା ସମ୍ପତ୍ତି ହରାଇଛନ୍ତି। ଗତ ବର୍ଷ ନଭେମ୍ବର ପ୍ରାରମ୍ଭରେ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୩୩୫ ବିଲିୟନ ଡ଼ଲାରରେ ରହିଥିଲା। ବ୍ଲୁମବର୍ଗ ବିଲିନାଏରସ୍ ଇଣ୍ଡେକ୍ସ ଅନୁଯାୟୀ ତାଙ୍କର…

ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ…

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି।…