ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Elephant Died

ବଡ଼ମ୍ବା ରେଞ୍ଜରେ ପୁଣି ଏକ ଦନ୍ତାହାତୀର…

କଟକ: କଟକ ବଡ଼ମ୍ବାରେ ପୁଣି ଦନ୍ତା ହାତୀ ମୃତ୍ୟୁ। ବଡମ୍ବା ରେଞ୍ଜ ଅଧିନ ଅରଣ୍ଡା ବିଟ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ବଜ୍ରାଘାତ ଘଟିବାରୁ ହାତୀର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଖବର ପାଇ ବଡ଼ମ୍ବା ବନ ବିଭାଗ…

ଆନ୍ଧ୍ର-ଓଡିଶା ସୀମାନ୍ତ କାଟ୍ରାଗଡ…

ଗୁଣୁପୁର: ସଙ୍କଟରେ ଗଜରାଜ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡ ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ତେବେ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ…

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ: ବାଲେଶ୍ୱର…

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କୂଳଡିହା ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁବରଣ କରିଛି । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ କଦମଶୋଳଠାରେ ଏକ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା…

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ;…

ଗଞ୍ଜାମ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ଏକ ଛୁଆହାତୀର ମୃତ ଦେହ ଠାବ କରାଯାଇଛି । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଛୁଆ ହାତୀର ଶୁଣ୍ଢ କଟି ରକ୍ତାକ୍ତ…

ବିଦ୍ୟୁତ୍ ତାର ଲାଗି ୨ ହାତୀ ମୃତ,…

କେନ୍ଦୁଝର: ରାଜ୍ୟରେ ପୁଣି ହାତୀ ମୃତ୍ୟୁ । ବିଦ୍ୟୁତ ତାର ଲାଗି ୨ ହାତୀଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ୨ ମାଈ ହାତୀ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭିତରରେ ଘଟିଛି ଏଭଳି ଅଘଟଣ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ଓ କେଉଁ…

ଗଜରାଜ ସୁରକ୍ଷା: ଖର୍ଚ୍ଚ ବଢୁଛି ତଥାପି…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି କ୍ରମବର୍ଦ୍ଦିଷ୍ଣୁ ହାତୀ ମୃତ୍ୟୁ ସଂଖ୍ୟା। ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ କନ୍ଧନୂଆପଲ୍ଲୀ ଜଙ୍ଗଲରେ ବୁଧବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି ବୋଲି ବନବିଭାଗ କହିଛି। ଗତ ୪ ମାସ ମଧ୍ୟରେ ଆଜିକୁ ମିଶାଇ ବିଦ୍ୟୁତ୍‌ ଆଘାତରେ…

ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ…

ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ…