ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Elephant

ବନ ବିଭାଗର ଚଢ଼ାଉ: ୨ ହାତୀଦାନ୍ତ ଜବତ,…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଡ଼ଗାଁରେ ବନ ବିଭାଗ ପକ୍ଷରୁ ଚଢାଉ। ଏହି ଚଢାଉରେ ତିନି କେଜି ଓଜନର ୨ଟି ହାତୀ ଦାନ୍ତ ଜବତ ହୋଇଛି। ହାତୀଦାନ୍ତର ଚୋରା କାରବାର କରୁଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ହାତୀଦାନ୍ତ ସହିତ ଦୁଇଟି…

ଆହତ ହାତୀଛୁଆର ହେଲା ପ୍ରାଥମିକ…

କେନ୍ଦୁଝର: ଗୁରୁତର ଆହତ ହାତୀ ଛୁଆକୁ ଶେଷରେ ପ୍ରାଥମିକ ଚିକିତ୍ସା କରିବାରେ କେନ୍ଦୁଝର ବନ ବିଭାଗ ସଫଳ ହୋଇଛି। ଗତ ଆଠଦିନ ହେବ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ଚେଷ୍ଟାକରି ବିଭାଗ ନୟାନ୍ତ ହୋଇପଡିଥିଲା। ଗୁରବାର ସକାଳୁ ସକାଳୁ ବହୁ ଚେଷ୍ଠା ପରେ ଦଳରୁ ହାତୀ ଛୁଆକୁ ଅଲଗା କରି ବନ ବିଭାଗ ସଫଳତା…

ରେଳ ଧକ୍କାରୁ ହାତୀଙ୍କୁ ସୁରକ୍ଷା ଦେବ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଖୋର୍ଦ୍ଧା ରୋଡ୍‌‌ ଏବଂ ସମ୍ୱଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ୱେଦନଶୀଳ ସ୍ଥାନଗୁଡିକରେ କିପରି ହାତୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ସେନେଇ ପୂର୍ବତଟ…

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କ ମୁତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ…

ହାତୀଙ୍କ ଦେହରେ ହେବ ‘ରେଡିଓ କଲରିଂ’;…

ଭୁବନେଶ୍ୱର: ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ହେବ ରେଡିଓ କଲରିଂ। ରେଡିଓ କଲରିଂ କରି ସାଟେଲାଇଟ୍‌‌ ଜରିଆରେ ହାତୀଙ୍କ ଉପରେ ରହିବ ନଜର। କେଉଁ ହାତୀ କେଉଁଆଡ଼େ ଯାଉଛି ଓ କେତେ ସମୟ କେଉଁଠାରେ ରହୁଛି ତାହାର ତଥ୍ୟ ରଖାଯିବ। ଏମିତି କରି ହାତୀ ମଣିଷ ଲଢ଼େଇରେ ହ୍ରାସ ଓ ହାତୀଙ୍କ ଦ୍ୱାରା ହେଉଥିବା…

ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର…

ଢେଙ୍କାନାଳ: ଢେଙ୍କାନାଳ ସହର ଥାନା ଅନ୍ତର୍ଗତ ଓସ୍ତପାଳ ଗ୍ରାମ ଛକଠାରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ…

ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଆତଙ୍କ…

ପୁରୀ: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ଦନ୍ତା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ରାତି ତମାମ ବନବିଭାଗର ଅପରେସନ ଗଜରାଜ ପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ଟ୍ରାଙ୍କୁଲାଇଜ୍‌ କରାଯାଇ ହାତୀକୁ କାବୁ କରାଯାଇଛି। ତେବେ ଟ୍ରାଙ୍କୁଲାଇଜ…

ରାଜଧାନୀରେ ହାତୀ ଆତଙ୍କ: ସହର ଭିତରେ…

ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି।  ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ…

ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ…

ବେତନଟୀ: ଜଙ୍ଗଲୀବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଆହତ ହୋଇଥିବା ବେଳେ ଏବେ ଅସୁସ୍ଥ ହୋଇପଡିଛି ଦନ୍ତାହାତୀ। ସୂଚନା ମୁତାବକ ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଡୁମାପଦା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏକ ବିଶାଳ ଗୋଠଛଡା ବଣୁଆ ଦନ୍ତାହାତୀ କିଛିଦିନ ଧରି ବିଚରଣ କରୁଥିଲା। ତେବେ ବାମପଟ ଆଗ…

ରାଜ୍ଯରେ ହାତୀ ମୃତ୍ଯୁକୁ ରୋକିବା ପାଇଁ…

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ( JTF) ଖୁବଶୀଘ୍ର ଗଠନ କରାଯିବ। ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଏହି JTF ଗଠନ କରାଯିବ। ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ତଦନ୍ତ କରିବ ଜଏଣ୍ଟ ଟାକ୍ସ…