ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

death news

ଗେଷ୍ଟ ହାଉସରୁ ଜଣେ ଶିଳ୍ପପତିଙ୍କ ଗଳିତ…

ଭୁବନେଶ୍ବର: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା…

ପ୍ରେମବ୍ୟାପାରକୁ କେନ୍ଦ୍ର କରି…

ଭୁବନେଶ୍ବର: ରାଜଧାନୀରେ ପୁଣି ହତ୍ୟାକାଣ୍ଡ। ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଖଣ୍ଡା ଚୋଟରେ ଗଡିଲା ଜଣେ ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ଅଞ୍ଜନ ବେହେରା ହୋଇଥିବାବେଳେ ତାଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ ବୋଲି ଜଣାପଡ଼ିିଛି। ଖବର ପାଇ ଲକ୍ଷ୍ମୀସାଗର ଥାନା…

ପରିବାରର ୪ ଜଣଙ୍କୁ ହରାଇ ମ୍ରିୟମାଣ…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେ ଦୁଃଖଦ ଘଟଣା ଘଟିଯାଇଛି। ମା’ ସହ ପରିବାରର ୩ ଜଣଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ୧୭ବର୍ଷୀୟ ପୁଅ ଆଜି ସକାଳେ ମା’ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା…

ଭରତପୁର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ,…

ଭୁବନେଶ୍ବର: ଭରତପୁର ଜଙ୍ଗଲରେ ଆହତ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦନ୍ତା ହାତୀର ପାଟିରେ ଦୁର୍ବୃତ୍ତ  ବୋମା ପୂରାଇଥିଲେ। ଗୁରୁତର ଆହତ ହୋଇଥିଲା ଦନ୍ତା ହାତୀ । ମାଢ଼ି ଓ ଜିଭରେ ଲାଗିଥିଲା ଗୁରୁତର ଆଘାତ । ବନ ବିଭାଗ ପକ୍ଷରୁ ତୁରନ୍ତ ଯୋଗା ଯାଇଥିଲା ଚିକିତ୍ସା । ହେଲେ ଶେଷରେ ସୋମବାର ବିଳମ୍ବିତ…

ଲୋମଟାଙ୍କୁରା ଘଟଣା: ସାନଭାଇକୁ ମାରିବା…

ବାଲେଶ୍ୱର: ଘରୋଇ କଳିର କରୁଣ ପରିଣତି। ସମ୍ପତ୍ତି ପାଇଁ ଭାଇ ହେଲା ଭଗାରି। ସାନଭାଇକୁ ମାରିବା ପାଇଁ ସୁପାରି ଦେଇଥିଲା ବଡ଼ ଭାଇ। ୫ଦିନ ପରେ ପରିତ୍ୟକ୍ତ ଖାଦାନରୁ ମିଳିଲା ନିଖୋଜ ଭାଇର ମୃତଦେହ।ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡ ପଛରେ ଥିବା ଏକ ଲୋମଟାଙ୍କୁରା କାହାଣୀ ଏବେ ସାମ୍ନାକୁ ଆସିଛି।…

ଘରେ ବିବାହ ପାଇଁ ରାଜି ନହେବାରୁ ଝୁଲି…

କୋରାପୁଟ: ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତ ସ୍ଥିତ ଯୋଡ଼ିପାଇ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମିକାର ଓଢଣୀରେ ସେହି ଗ୍ରାମର ମହେନ୍ଦ୍ର ହିକକା ଓ ଯୁବନ୍ତି ମୁସ୍କା ଝିଲି ପଡ଼ିଛନ୍ତି। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ।…

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ…

ଭୁବନେଶ୍ବର: ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ପପୁନି ସ୍ୱାଇଁ  ହୋଇଥିହା ହେଳେ ମୃତକଙ୍କ ଘର ନିମାପଡା ବୋଲି ଜଣାପଡ଼ିଛ। ପପୁନି ପିଏଚଡ଼ି ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଗାମୁଛା ଲଗାଇ ଥିବା…

ଲଜ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ତଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଯୁବତୀଙ୍କ ଘର କେରଳ ହୋଇଥିବା ବେଳେ ତାଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଅବଦୁଲ ନିଜ…

ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା…

ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ…

ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର…