ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ବଞ୍ଚିବାର…
କେନ୍ଦ୍ରାପଡ଼ା: ଦୈନିକ ଖବରକାଗଜ ‘ସକାଳ’ ଗତ ୨୩ ତାରିଖରେ ‘ମରଣ ସହ ଲଢ଼େଇ କରୁଛନ୍ତି ପଞ୍ଚାନନ, ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଭିକ ମାଗୁଛନ୍ତି ପତ୍ନୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତୁରନ୍ତ ସହାୟତା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ…