ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Chief Minister Naveen

ପ୍ରକାଶ ପାଇଲା ଠିକା ନିଯୁକ୍ତି ଉଚ୍ଛେଦ…

ଭୁବନେଶ୍ବର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଆଜି ମୁଖ୍ୟମନ୍ତ୍ରୀ ୭୭ ବର୍ଷରେ ପାଦ ଦେଇଛନ୍ତି। ତେବେ ନିଜ ଜନ୍ମ ଦିନ ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟରୁ ଠିକା ନିୟୁକ୍ତି ପ୍ରଥା ହଟାଯିବା ନେଇ ଘୋଷଣା କରିଥିଲେ। କାଲି ରାଜ୍ୟବାସୀଙ୍କୁ…

କାଲିଠୁ ହାଇଦ୍ରାବାଦରେ ଓଡ଼ିଶା…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି। ରାଜ୍ୟ ସରକାର ଏବଂ ଫିକିର ମିଳିତ ଆନୁକୂଲ୍ୟରେ ସେଠାର ଚଳିତ ବର୍ଷର ଷଷ୍ଠ ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ। ଏହି ସମ୍ମିଳନୀରେ ମୁଖ୍ୟତଃ…

ରାଜନେତାଙ୍କ ମଧ୍ୟରେ ଗୌତମବୁଦ୍ଧଙ୍କ…

ସାଧନା ଓ ସିଦ୍ଧି ଦୁଇଟି ଭିନ୍ନଭିନ୍ନ ଶବ୍ଦ । ସାଧନା ଏକ ପ୍ରକ୍ରିୟା ଓ ଏହାର ସକାରାତ୍ମକ ପରିଣାମ ହେଉଛି ସିଦ୍ଧି । ମାତ୍ର ନିଷ୍କାମ ସାଧନା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଭାରତୀୟ ପରମ୍ପରାର ଆଦି କାଳରେ ସିଦ୍ଧିଲାଭ କରିଥିବା ନିଷ୍କାମ ସାଧକଙ୍କ ସୂଚୀ ଢ଼େର ଦୀର୍ଘ; ମାତ୍ର ସ୍ୱାଧୀନୋତ୍ତର ଭାରତରେ…

ନବୀନ ପଟ୍ଟନାୟକଙ୍କ ସଫଳତାର ‘୫-ସ’ ସୂତ୍ର

୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି…

ନୂଆ ଯୁଗର ‘ନବୀନ’ ନାୟକ : ସମ୍ଭାବନାର…

ଦେଶପ୍ରେମ ଓ ରାଷ୍ଟ୍ରବାଦକୁ ନେଇ ସଂପ୍ରତି ଦେଶବ୍ୟାପୀ ଚାଲିଥିବା ଉଗ୍ର ବ୍ୟାଖ୍ୟାନ ଓ ଚର୍ଚ୍ଚାରେ ହିଂସାର ସ୍ଫୂରଣ ଏହାର ବାସ୍ତବ ପରିଭାଷାକୁ ଅସ୍ପଷ୍ଟ କରିଛି; କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟତାବାଦକୁ ନେଇ ଗାନ୍ଧୀଙ୍କ ବିଚାରଧାରାରେ ଜନସେବା ସହ ଜନଗଣଙ୍କୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବା…

ରାଜ୍ୟରେ ନିୟମିତ ହେବେ ୫୭ ହଜାରରୁ ଅଧିକ…

ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ମୁଖ୍ୟମନ୍ତ୍ରୀ କାଲି ୭୭ ବର୍ଷରେ ପାଦ ଦେବେ। ତେବେ ଜନ୍ମ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଏକ  ବଡ଼ ଘୋଷଣା କରିଛନ୍ତି। ଯାହା ରାଜ୍ୟର ୫୭ ହଜାରୁ ଉର୍ଦ୍ଧ୍ବ ପରିବାରେ ଖୁସିର ଲହର ଖେଳାଇଦେଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ରାଜ୍ୟରୁ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା। ଆଜି ଅପରାହ୍ନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୬.୩୦ର…

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା…

କଟକ : କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ ବେଡ୍‌କୁ ମଧ୍ୟ…

ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ…

ଭୁବନେଶ୍ବର : ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।…

ଓଡ଼ିଶାରେ ଖୋଲିବ ଦେଶର ପ୍ରମୁଖ ଆଇଟି…

ଭୁବନେଶ୍ୱର : ପୂର୍ବ ଭାରତରେ ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବା ବେଳେ ସ୍ବପ୍ନକୁ ସାକାର କରିବାକୁ ମିଳିିଛି ବୁଷ୍ଟର ଡୋଜ୍‌। ଦେଶର ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଆଇବିଏମ୍‍(IBM) ଓଡ଼ିଶାରେ ତାର ବ୍ରାଞ୍ଚ ଖୋଲିବ ବୋଲି ଘୋଷଣା କରିଛି। ଗତକାଲି…