ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ୟାକ୍ ହେଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

ଭୁବନେଶ୍ବର : ହ୍ୟାକ୍ ହେଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଆକାଉଣ୍ଟ । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହ୍ବାଟ୍‌ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।


ନିଜ ହ୍ବାଟ୍‌ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେବାନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେବା ସହ କୌଣସି ସନ୍ଦେହଜନକ ମେସେଜ୍‌ କିମ୍ବା କାର୍ଯ୍ୟକଳାପକୁ ଏଡାଇବାକୁ କହିଛନ୍ତି। ଏଥି ସହିତ ହ୍ବାଟ୍‌ସଆପର କୌଣସି ମେସେଜକୁ ମଧ୍ୟ ଗ୍ରହଣ ନକରିବାକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.