ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ହାତୀ ଆତଙ୍କ: ସହର ଭିତରେ ପଶିଲେ ୨ ଦନ୍ତା ହାତୀ

ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି।  ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ଆସୁଥିବା ସ୍ଥାନୀୟଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ବାଣ ଫୁଟାଇ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.