Latest Odisha News, Breaking News Today | Top Updates on Corona
Browsing Category

ବଡ ଖବର

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ

ଭୁବନେଶ୍ବର: ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ସୋମବାର ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୭୪ ବର୍ଷୀୟା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ବଡବିଲ୍ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ…

ସଂଗ୍ରାମୀ ମହିଳା ସୁମନୀ ଝୋଡ଼ିଆ,…

ରାୟଗଡା: ଏକଦା ୧୯୯୧ ମସିହା କଥା । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେତେବେଳେ ରାୟଗଡା ଜିଲ୍ଲା ଗସ୍ତ କରିଥାନ୍ତି। ସେତେବେଳେ ଭିଡ଼ ଭିତରେ ଶୁଭିଥିଲା ସୁମନୀଙ୍କ ସ୍ୱର । ଭିଡ଼ ଭାଙ୍ଗି ବିଜୁ ବାବୁଙ୍କ ପାଖକୁ ପହଞ୍ଚନ୍ତି ସୁମନୀ। ତାପରେ ସୁମନୀ ବିଜୁ ବାବୁଙ୍କ ଆଗରେ ଯାହା କହନ୍ତି ତାହା ଥିଲା ଏକ…

ବିମାନ ଦୁର୍ଘଟଣାରେ ରାଫେଲ ତିଆରି…

ପ୍ୟାରିସ: ଫ୍ରାନ୍ସର ଶିଳ୍ପପତି ତଥା ସାଂସଦ ସଦସ୍ଯ ଓଲିଭିୟର ଡସାଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ତଙ୍କ ମୃତ୍ଯୁ ଖବର ପାଇବାପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମ୍ୟାକ୍ରନ୍ ଶୋକ ପ୍ରକାଶ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି…

ରାତିରେ ବଢିବ ତାତି, ୧୫ ତାରିଖରେ ୪୨…

ଭୁବନେଶ୍ୱର: ସୋମବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କ୍ରମାଗତ ଭାବେ ଗରମ ବଢ଼ିବ। ସୋମବାର ଓ ମଙ୍ଗଳବାର  ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତକ ସ୍ଥାନରେ ଯଥା ଟିଟିଲାଗଡ଼, ଅନୁଗୁଳ ଓ ମାଲକାନାଗିରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିବ ବୋଲି ପାଣିପାଗ…

ନୂଆପଡାବାସୀଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କରିବେ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଲୋକାର୍ପଣ କରିବେ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ। ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ…

ପଛୁଆ ଜିଲ୍ଲାର ଆଗୁଆ ନାରୀ ‘ଲକ୍ଷ୍ମୀ

ମାଲକାନଗିରି: ନାରୀ ନୁହେଁ ଦୁର୍ବଳା, ନାରୀ ଅଟେ ସବଳା । ଆଜିର ଏହି ସମୟରେ ନାରୀ ମାନେ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ କରି ଦେଖେଇଛନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ପ୍ରତିପୋଷଣରେ ନାରୀ କୌଣସି ଗୁଣରେ କମ ନାହାନ୍ତି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଏମ୍‌ଭି…

ଛତିଶଗଡ଼ର ନକଲି ଟଙ୍କା କଟକ ମୁହାଁ!

କଟକ: କଟକ ବଜାରରେ ଏବେ ବୁଲୁଛି ନକଲି ଟଙ୍କା। ଗତ ସପ୍ତାହ ଭିତରେ ୩ରୁ ୪ଜଣ ଦୋକାନୀଙ୍କ ଏହାକୁ ନେଇ ଅଭିଯୋଗ ଆସିଛି। ଏହାଛଡ଼ା ଶନିବାର ରାତିରେ ଅରୁଣୋଦୟ ମାର୍କେଟର ଜଣେ ଦୋକାନୀ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ନକଲି ଟଙ୍କାଗୁଡ଼ିକ ଅସଲି ଟଙ୍କା ସହ ଏଭଳି ଅବିକଳ କରାଯାଇଛି ଯେ ଯେ କେହି ଭକୁଆ ପାଲଟିଯିବ।…

ପଲିଥିନ ତଳେ ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି: ଦିବ୍ୟାଙ୍ଗ, ଅସହାୟ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଉଦାହରଣ…

କଡ଼ାକଡ଼ି ହେବ ଚେକିଂ, ରାଜଧାନୀ…

ଭୁବନେଶ୍ୱର: ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ପରିବହନ ଅଧିକାରୀ ଖାମାଖିଆଲି ଭାବେ ଗାଡ଼ିକୁ ଦେଖି ସାର୍ଟିଫିକେଟ ଦେବେନି। ଏଣିକି ଯାନବାହାନ ରାସ୍ତାରେ ଗଡ଼ିବା ପାଇଁ କେତେ ଫିଟ୍ ଆଉ କେତେ ଅନଫିଟ୍ ତାର ସାର୍ଟିଫିକେଟେ ଦେବ…

ବାଘ- ମଣିଷ ଲଢେଇ, ପରିବାରକୁ ବଞ୍ଚାଇବା…

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି। How far will you go to protect your family? Rajagopal from…
0Shares
0