ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

United Nations

ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା…

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।ବିଶ୍ବ ଜଳବାୟୁ…

ଜାତିସଂଘର ଆକଳନ: ୨୦୨୨ରେ ବିଶ୍ୱ…

ନୂଆଦିଲ୍ଲୀ: ବର୍ଷ ୨୦୨୨ ବିଶ୍ୱ ଅର୍ଥନୀତି ପାଇଁ ଖରାପ ରହିବ। କାରଣ ମିଳିତ ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରିଛି ତାହା ଚକିତ କରିଦେବା ଭଲି ରହିଛି। ଚଳିତବର୍ଷ ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ ବୋଲି ଜାତିସଂଘ…

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ…

ନ୍ୟୁୟର୍କ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି। ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା…

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ:…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ…