ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

The Sakala Newspaper

ଦୁଇଶହ ବର୍ଷର ପ୍ରାଚୀନ ପରମ୍ପରା:…

ସର୍ବଭାରତୀୟ ସ୍ତରରେ ରାମକଥାର ପ୍ରସାର ହେବା ପରେ ଆଞ୍ଚଳିକ ଭାଷାର କବିମାନେ ମଧ୍ୟ ନିଜ ନିଜ ଭାଷାରେ ରାମାୟଣ ରଚନା ଆରମ୍ଭ କଲେ। ମୂଳ ବାଲ୍ମିକୀ ରାମାୟଣ ଅବଲମ୍ବନରେ ପ୍ରାନ୍ତୀୟ ଭାଷାରେ ରାମାୟଣ ରଚନା ହେବାର ପରମ୍ପରାରେ ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗରେ କବି ବଳରାମ ଦାସ ଓଡ଼ିଆ ଭାଷାରେ ରଚନା କଲେ…

ମହିଳା ବିକାଶ ପାଇଁ ସଶକ୍ତ ସଂକଳ୍ପ;…

ଅନେକବର୍ଷ ଧରି ‘ମିଶନ ଶକ୍ତି’ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଭାବେ ରାଜ୍ୟରେ ତଥା ସାରା ଦେଶରେ ବହୁଳଭାବେ ଆଦୃତ। ରାଜ୍ୟର ଲୋକପ୍ରିୟ ମୁଖିଆ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ‘ମିଶନ ଶକ୍ତି’ ଆରମ୍ଭ ହୋଇଥିଲା ୨୦୦୧ ମାର୍ଚ୍ଚ ୮ ତାରିଖ ‘ଆନ୍ତର୍ଜାତିକ ମହିଳା ଦିବସ’…

ବୃକ୍ଷ ରୁଷିଲେ ପ୍ରଳୟ !

କେଉଁ ଆଦିମ କାଳରୁ ବୃକ୍ଷ ବା ଗଛ ସହିତ ଆମ ଭାରତୀୟ ସଂସ୍କୃତିର ଏକ ପୁରାତନ ସମ୍ପର୍କ ଜଡ଼ିତ, ତାହା ଅକଳନୀୟ। ତଥାପି ବିଭିନ୍ନ ସମୟରେ ବିଭିନ୍ନ ଯୁଗପୁରୁଷଙ୍କ ଆବିର୍ଭାବ ଏବଂ ସେମାନଙ୍କ ଲେଖନୀ ନିଃସୃତ ସୃଜନ, ବୃକ୍ଷ ସମ୍ପର୍କିତ ବିଭିନ୍ନ ତଥ୍ୟ ଆମ ସଂସ୍କୃତିରେ ବୃକ୍ଷର ଗୁରୁତ୍ୱକୁ ମନନ କରାଇବା ସହ ଏ…

ମାନବ ବୁଦ୍ଧିମତ୍ତା ଶ୍ରେୟସ୍କର

ପ୍ରଯୁକ୍ତି ବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଡିଜିଟାଲ ଯୁଗରେ କିଛି ନୂଆ କଥା ନୁହେଁ। ଆଜିକାଲି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ବିସ୍ତୃତ କ୍ଷେତ୍ର। ଏହାର ବ୍ୟବହାର ଓ କୌଶଳ କେବଳ ଶିଳ୍ପ କ୍ଷେତ୍ରରେ ସୀମିତ ନ ରହି ଆମର…

ଚଳଚଞ୍ଚଳ ବିଶ୍ୱ ସୁନାବଜାର

ବିଶ୍ୱବଜାରରେ ଯୁଗପତ୍‌‌ ସୁନାର ମୂଲ୍ୟ ଓ ଚାହିଦା ବଢ଼଼ିବା ଭାରତ ଭଳି ଅନେକ ବିକାଶଶୀଳ ରାଷ୍ଟ୍ରଙ୍କ ପାଇଁ ଚିନ୍ତାଜନକ ଖବର। ଏହି ଦାମୀ ହଳଦିଆ ଧାତୁ ବିଶ୍ୱ ଅର୍ଥନୀତିର ସ୍ଥିରତା ରକ୍ଷାକାରୀ। ଅନେକଙ୍କ ପାଇଁ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନଗଦ ଅର୍ଥ କିମ୍ବା ବାସ୍ତବ ବୀମା ପଲିସି। କେବଳ ସେତିକି…

ଜାତିପ୍ରାଣ ମଧୁବାବୁ

ପୁରାଣ ବା ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଓଡ଼ିଆ ଜାତିର ଅସ୍ତିତ୍ୱ ସର୍ବତ୍ର ଅନୁଭୂତ ହୁଏ। ଏକ ଐତିହାସିକ ଜାତି, ଯାହାର ଭାଷା ଦୁଇହଜାର ବର୍ଷରୁ ଅଧିକ ପ୍ରାଚୀନ, ଯାହାର କଳା ସଂସ୍କୃତି ବିଶ୍ୱର ଅନେକ ସଭ୍ୟତାକୁ ଅନୁପ୍ରାଣିତ କରିବାର ଦେଖିବାକୁ ମିଳେ, ଯାହାର ଅଧିବାସୀ ବିଶ୍ୱର ବିଭିନ୍ନ କୋଣରେ…

ଉଚ୍ଚତମ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:…

ସ୍ତ୍ରୀ-ଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାରକୁ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ ସ୍ୱୀକୃତି ଦେଇଛନ୍ତି। ଏକ ବୈବାହିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ବୁଧବାର ସ୍ପଷ୍ଟ କରି ଦେଇଛନ୍ତି ଯେ ସ୍ତ୍ରୀ-ଧନ ସ୍ୱାମୀ ଓ ସ୍ତ୍ରୀ…

ନିର୍ବାଚନ ପ୍ରଚାର ରଣନୀତି

ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଭୋଟରମାନଙ୍କୁ ନେତୃତ୍ୱ ଉପରେ ବିଶ୍ୱାସ ଜନ୍ମାଇବା ହେଉଛି ନିର୍ବାଚନରେ ସଫଳତା ପାଇବାର ମନ୍ତ୍ର। ଏଥିପାଇଁ ଏକ ସଠିକ୍‌‌ ଓ ଯୋଜନାବଦ୍ଧ ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରଚାରକୁ ନେଇ ପ୍ରକାଶିତ ଏକ ଲୋକପ୍ରିୟ…

ସମୟ ସାଗର ଘୂର୍ଣ୍ଣିରେ ମାଳଦ୍ୱୀପ

ଆକାର ଓ ଅବସ୍ଥିତି ନୁହେଁ; କୌଣସି ଦେଶର ଉଚ୍ଚ ନେତୃବର୍ଗଙ୍କ ଆଚରଣ ଓ ଉଚ୍ଚାରଣ ହିଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟେ। ଭାରତ ମହାସାଗର ସ୍ଥିତ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ଏବେ ଯେଉଁ ମନୋଭାବ ପ୍ରଦର୍ଶନ କରୁଛି ଓ ସେଠାରେ ଯେଉଁ ରାଜନୈତିକ ଘଟଣାବଳୀ ସବୁ ଘଟୁଛି, ତାହା ଭାରତ…

ଚଳିତ ନିର୍ବାଚନରେ ଏ.ଆଇ ର ସୀମିତ ପ୍ରଭାବ

ଭାରତରେ ଆରମ୍ଭ ହୋଇସାରିଥିବା ସାତପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ ପ୍ରାକ-ନିର୍ବାଚନ ପ୍ରଚାର ଅଭିଯାନରେ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା ‘ଏଆଇ’ ବ୍ୟାପକ ବ୍ୟବହାର ହୋଇଥିଲା। କିନ୍ତୁ ଏହା ନିର୍ବାଚନରେ ଯେଉଁ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଥିଲା, ତାହା ବାସ୍ତବ…