ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

T20 World Cup

ଟି-୨୦ ବିଶ୍ୱକପ୍‌: ନାସାଉ ଷ୍ଟାଡିୟମରେ…

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜନ ହେବ। ନ୍ୟୁୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ପିଚ୍‌ ପ୍ରସ୍ତୁତ ହୋଇଛି। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ ସମେତ ୮ଟି ମ୍ୟାଚ୍‌ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ…

ଆଜି ଟି-ଟ୍ବେଣ୍ଡି ବିଶ୍ବକପ ଫାଇନାଲ;…

ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ…

ଟି-୨୦ ବିଶ୍ୱକପ: ସେମିଫାଇନାଲରେ…

ଆଡିଲେଡ୍‌: ଟି୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ଅତି ଶୋଚନୀୟ ଭାବେ ହାରିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ପରେ ଭାରତୀୟ ଦଳର ବିଜୟ ଯାତ୍ରା ଅଭିଯାନ ସମାପ୍ତ ହେବା ସହ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ତେବେ ମ୍ୟାଚ୍‌ ପରେ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି।…

ରେକର୍ଡ କିଙ୍ଗ କୋହଲି : ବିଶ୍ବର ପ୍ରଥମ…

ଆଡିଲେଡ୍‌ : ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ଏବଂ ବରାଟ କୋହଲିଙ୍କ…

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ…

ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ସୁପର-୧୨ର ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ ଏହି ମ୍ୟାଚ୍‌ । ଆଡିଲେଡରେ ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ…

T20 ବିଶ୍ୱକପ: ନେଦରଲାଣ୍ଡସଠୁ ହାରିଲା…

ଆଡିଲେଡ: ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଆଶାକୁ ଧୂଳିସାତ କରିଦେଇଛି ନେଦରଲାଣ୍ଡସ ଟିମ । ଟି-୨୦ ବିଶ୍ୱକପରେ ଆଜି ଆଡିଲେଡରେ ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ…

ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ…

ସିଡନୀ: ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ…

ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ ବିରାଟ…

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଟି-୨୦ ବିଶ୍ଵ କପ୍‌ରେ ଆଉ ଏକ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ଟି-୨୦ ବିଶ୍ଵ କପ୍‌ରେ ବିରାଟ କୋହଲି ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି।ବୁଧବାର ବାଂଲାଦେଶ ବିରୋଧରେ କୋହଲି ୬୪ ରନ…

ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ…

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର…

ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଇନିଂସ :…

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ…