ଅର୍ଥନୀତିରେ କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ…
ନୂଆଦିଲ୍ଲୀ : କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ଅର୍ଥନୀତିରେ ମିଳିଛି ନୋବେଲ ପ୍ରାଇଜ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯିବ। ଅର୍ଥନୀତିରେ ନୋବେଲ ପାଇବାରେ କ୍ଲାଉଡିଆ ହେଉଛନ୍ତି ତୃତୀୟ…