Browsing Tag

Manipur

ମଣିପୁରରେ ଓଲଟିଲା ଟୁରରେ ଯାଉଥିବା ବସ୍‌…

ମଣିପୁର: ମଣିପୁରର ନୋନି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୁରରେ ଯାଉଥିବା ଏକ ବସଟି ଉଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଛାତ୍ର ଗୁୁରୁତର ଆହତ ହୋଇଛନ୍ତି। ମୃତ୍ଯୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ଖବର ମୁତାବକ,…

ମଣିପୁରରେ ନୀତୀଶ କୁମାରଙ୍କୁ ଝଟକା, ୫…

ଇମ୍ଫାଲ: ମଣିପୁରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ଲାଗିଛି ଶକ୍ତ ଝଟ୍‌କା । ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ…

ମଣିପୁର ମୁଖ୍ଯମନ୍ତ୍ରୀ ବିରେନ ସିଂ ବିଜୟୀ

ମଣିପୁର: ଦେଶରେ ଆଜି ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳାଫଳ ଆସିଛି। ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି। ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ବିଜୟୀ…

ମଣିପୁରରେ କାର୍ଯ୍ୟରତ ଓଡ଼ିଆ ଯବାନ ଶହୀଦ

ଭଞ୍ଜନଗର: ମଣିପୁର ଠାରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଶହୀଦ ଯବାନ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ରବୀନ୍ଦ୍ର ନାଥ ସାହୁ। ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ହଠାତ୍ ଜଣାପଡ଼ିବା ପରେ ତାଙ୍କ ପରିବାରବର୍ଗ ଦୁଃଖରେ…

ମିଆଁମାରରୁ ମଣିପୁରକୁ ଆସୁଛି ୭୦ ଟଙ୍କାରେ…

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲର ଉଚ୍ଚ ଦରକୁ ନେଇ ବେଶ ହୋ ହଲ୍ଲା ହେଉଥିବାବେଳେ ପଡୋଶୀ ରାଷ୍ଟ୍ରରୁ ଭାରତକୁ ଶସ୍ତା ପେଟ୍ରୋଲ ଚାଲାଣ ଜୋରସୋର ବଢ଼ିଯାଇଛି। ଏମିତିକି ପଡୋଶୀ ଦେଶ ମିଆଁମାରରୁ ମଣିପୁରକୁ ଆସୁଛି ମାତ୍ର ୭୦ ଟଙ୍କାରେ ପେଟ୍ରୋଲ । ଆହୁରିମଧ୍ୟ ସେଠାରୁ ମଣିପୁରକୁ ମାତ୍ର ୩୫ ,୦୦୦ ଟଙ୍କାରେ…