ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Jasprit Bumrah

ବାପା ହେଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର…

ମୁମ୍ବାଇ : ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି। ବୁମରା ଓ ସଞ୍ଜନା…

ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା…

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ…

ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା; ଟି-୨୦…

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ…

ଟି -୨୦ ବିଶ୍ୱ କପ୍‌ରୁ ଯଶପ୍ରୀତ ବୁମରା…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ…

ଏସିଆ କପ୍‌ ପୂର୍ବରୁ ଭାରତକୁ ବଡ ଝଟକା,…

ନୂଆଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ଗତ କିଛି ଦିନ ହେବ ଦମଦାର ଫର୍ମରେ ରହିଥିବା ବୁମରା ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାଦ୍‌ ପଡିଥିବା ଜଣାପଡିଛି। ତାଙ୍କ ଅନୁପସ୍ଥିତି…

ଆଇସିସି ଦିନିକିଆ ରାଙ୍କିଙ୍ଗ୍‌: ଶୀର୍ଷ…

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିଛନ୍ତି । ସେ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି । ନିଜ ବାହାଘର ପାଇଁ ଇଂଲଣ୍ଡ…

ବିବାହ ବନ୍ଧନରେ ବାନ୍ଧି ହେଲେ ଜଶପ୍ରୀତ୍‌…

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଜଶପ୍ରୀତ୍‌ ବୁମ୍‌ରା। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ପ୍ରେମରେ କ୍ଳିନବୋଲ୍ଡ…

ଗୋଆରେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା…

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ୍‌ ବୁମ୍‌ରା  ଏବେ ବେଶ ଚର୍ଚ୍ଚାରେ । ଏ ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ବୁମ୍‌ରାଙ୍କ ବିବାହ ପାଇଁ। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା…