ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

GST

ଜିଏସ୍‌ଟି ଅଧୀନକୁ ଆସିପାରେ…

ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ର ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦଗୁଠିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର…

ଜିଏସ୍‌ଟି ସହ ଜଡିତ ମାମଲାର ତଦନ୍ତ କରିବ…

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମନି ଲଣ୍ଡ୍ରିଂ ଆଇନରେ ସଂଶୋଧନ ଆଣି ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଏହି ଅନୁଯାୟୀ, ନେଟୱାର୍କ (ଜିଏସ୍‌ଟିଏନ୍)କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନକୁ ଅଣାଯାଇଛି। ଏହାଦ୍ବାରା ଏଣିକି ଆଉ…

ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: 12…

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଜୁନ୍ ୨୦୨୩ ରେ ମୋଟ ୧,୬୧,୪୯୭ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ୍ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶରେ…

ସବୁ ରେକର୍ଡ ଭାଙ୍ଗିଲା ଜିଏସ୍‌ଟି…

ନୂଆଦିଲ୍ଲୀ: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଦ୍ରବ୍ୟ ଏବଂଳସେବା ଟିକସ (ଜିଏସ୍‌ଟି) ସଂଗୃହୀତ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା। ଏଥିରେ ସାମଗ୍ରୀ…

ମେ’ ପହିଲାରୁ ବଦଳିବ ଜିଏସ୍‌ଟି ନିୟମ, ୭…

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ମେ’ ପହିଲାଠାରୁ ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ନିୟମରେ ବହୁତ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ନୂତନ ନିୟମ ମେ’ ପହିଲାରୁ କାର୍ଯ୍ୟକାରୀ ହେବ। ବାସ୍ତବରେ, ଜିଏସ୍‌ଟି ନେଟୱାର୍କ (ଜିଏସ୍‌ଟିଏନ୍) କାରବାର ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ…

ପେଟ୍ରୋଲ୍‌, ଡିଜେଲ୍‌ ଉପରେ ଲାଗିବ…

ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର…

ନୂଆବର୍ଷରୁ ନୂଆ ନିୟମ: କ୍ରେଡିଟ୍‌…

ନୂଆଦିଲ୍ଲୀ: ୨୦୨୨ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ୨୦୨୩ଠାରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏଥିରେ କ୍ରେଡିଟ୍ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି ଇ-ଇନ୍‌ଭଏସ୍, ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଲକରରେ…

ଆଜି ଜିଏସ୍‌ଟି ପରିଷଦ ବୈଠକ, ମହଙ୍ଗା ହେବ…

ନୂଆଦିଲ୍ଲୀ : ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ…

ଜିଏସ୍‌ଟି ପରିସରକୁ ଆସିବ ପେଟ୍ରୋଲ ଓ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିବାବେଳେ ଆଜି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ। ମନ୍ତ୍ରୀ ହରଦୀପ ସିଂ…

ଜିଏସ୍‌ଟି ପୋର୍ଟାଲରେ ସମସ୍ୟା, ରିଟର୍ଣ୍ଣ…

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା ଟିକସ( ଜିଏସ୍‌ଟି) ପୋର୍ଟାଲରେ ଦେଖାଦେଇଛି ବୈଷୟିକ ତ୍ରୁଟି। ଏଥିଯୋଗୁ ଟିକସଦାତାମାନେ ସେମାନଙ୍କର ମାସିକ ଦ୍ରବ୍ୟ ଏବଂ ସେବା ଟିକସ ରିଟର୍ଣ୍ଣ ଦାଖଲ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜିଏସ୍‌ଟିଆର୍‌-୩ବି ଦାଖଲ କରିବାରେ ବ୍ୟବସାୟୀମାନେ ହଇରାଣ…