ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

GST

ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା; ଏଣିକି ଘର…

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ପାଇଁ ଖରାପ ଖବର। କେନ୍ଦ୍ର ସରକାର ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଆଗକୁ ଭଡାଟିଆଙ୍କ ଚିନ୍ତା ବଢ଼ାଇବ। ଏଣିକି ଭଡ଼ାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ…

ଖାଉଟି ସାମଗ୍ରୀ ଉପରେ ଜିଏସଟିକୁ ବଣିକ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସରକାର ଜିଏସଟି ବ୍ୟବସ୍ଥାକୁ ନେଇ ନିକଟରେ ନେଇଥିବା ନିଷ୍ପତ୍ତି…

ମୁଢି ଉପରେ ଜିଏସଟି ମାଡ଼ : ପ୍ରଭାବିତ…

ବାଲେଶ୍ୱର : କେନ୍ଦ୍ର ଜିଏସଟି ପରିଷଦର ୪୭ ତମ ବୈଠକରେ ମୁଢି ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ଘୋଷଣା ହୋଇଛି। ଏନେଇ ବିଭିନ୍ନ ମହଲରେ ତର୍କ ବିତର୍କ ଚାଲିଛି। ହେଲେ ମୁଢି ପ୍ରିୟ ଉତ୍ତର ବାଲେଶ୍ୱର ବାସୀ ଙ୍କୁ ଏହି ଘୋଷଣା ନିରାଶ କରିଛି। ମୁଢି ଭାଜି ବ୍ୟବସାୟ କରୁଥିବା ବସ୍ତା,…

ଜନତାଙ୍କ ଉପରେ ଜିଏସଟି ପାହାର :…

ନୂଆଦିଲ୍ଲୀ : ମହଙ୍ଗାମାଡରେ ହନ୍ତସନ୍ତ ହେଉଥିବା ଜନତାଙ୍କ ଉପରେ ପୁଣି ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି,…

ଜିଏସ୍‍ଟି ମାୟାଜାଲରେ ଓଡ଼ିଶା

ଭୁବନେଶ୍ୱର : ସାରା ଦେଶରେ ଏକକ ଦ୍ରବ୍ୟ ଓ ସେବାକର ( ଜିଏସ୍‍ଟି) ଲାଗୁ ହେବା ପରଠାରୁ ଏହାକୁ ନେଇ ଆପତ୍ତି ଉଠାଇଛି ଓଡ଼ିଶା। ରାଜ୍ୟର ଦୁର୍ବଳ ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଜିଏସ୍‍ଟି ହ୍ରାସ ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସୁଛି। ହସ୍ତତନ୍ତ କାରିଗର, କେନ୍ଦୁପତ୍ର, କଂସାପିତଳ, କାଠକାମ,…

ଜିଏସ୍‌ଟି ପରିଷଦର ସଫେଇ : ଟିକସ ହାର…

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ…

ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼…

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌…

ମହଙ୍ଗା ହେଲା ପୋଷାକ, ଚପଲ; ୫%ରୁ ୧୨%…

ନୂଆଦିଲ୍ଲୀ: ନୂଆବର୍ଷରୁ କିଛି ସାମଗ୍ରୀ ଉପରେ ପ୍ରଚଳିତ ଜିଏସଟି ହାରରେ ବୃଦ୍ଧି କରାଯାଇଥିଲା ବେଳେ ଆଉ କିଛି କ୍ଷେତ୍ରରେ ଜିଏସଟି ଲାଗୁ କରାଯାଇଛି। ଏହାକୁ ନେଇ କେତେକ ଖାଉଟି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ବଢିଛି। କପଡ଼ା, ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ପୂର୍ବରୁ ଜିଏସଟି ହାର ୫ ପ୍ରତିଶତ…

ନୂଆବର୍ଷରୁ ଅନଲାଇନ୍ ଡେଲିଭରୀ…

ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ…

୫ ରୁ ୧୨% ବଢ଼ିବ ଜିଏସ୍‌ଟି; ଜାନୁଆରୀରୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା…