ଆଜି ବିଶ୍ୱ ମାତୃଭାଷା ଦିବସ: ବନ୍ଦ…
ଭୁବନେଶ୍ୱର: ଆଜି ବିଶ୍ୱ ମାତୃଭାଷା ଦିବସ। ମାତୃଭାଷାକୁ ଉପଲବ୍ଧି କରିବାର ଦିନଟିଏ। କିନ୍ତୁ ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ଦେଉଥିବା ‘ବର୍ଣ୍ଣବୋଧ’ ଏବେ ବନ୍ଦ କୋଠରିରେ। ଯେଉଁ ବର୍ଣ୍ଣବୋଧରୁ ଓଡ଼ିଆର ‘ଅ’ଠାରୁ ଲ’ ଶିଖିବାର ପ୍ରକ୍ରିୟା ଆରମ୍ଭ ହୁଏ, ମାତୃଭାଷାର ମୂଳଦୁଆ ପଡ଼େ; ଏବେ ସେହି ବହିଟି ନିଖୋଜ।…