ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600
Browsing Tag

editorial

ଭୋଟରଙ୍କ ସୂଚନା ଅଧିକାର ବନାମ…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ନିଜର ସମ୍ପତ୍ତି ତାଲିକା ପ୍ରଦାନର ଯେଉଁ ବ୍ୟବସ୍ଥା ରହିଛି, ତାହା ଭାରତୀୟ ଲୋକପ୍ରତିନିଧି ଆଇନର ଅଂଶବିଶେଷ। ଏହାର ପ୍ରମୁଖ ଲକ୍ଷ୍ୟ ହେଲା ୧୯୫୧ର ଦୁର୍ନୀତି ନିରୋଧୀ ଆଇନର ଧାରା ୧୨୩(୨) ଅନୁସାରେ ନିର୍ବାଚନକୁ ଧନବଳରୁ ମୁକ୍ତ ରଖିବା ଏବଂ…

ପଶ୍ଚିମ-ଏସିଆରେ ଯୁଦ୍ଧବିସ୍ତାର ଆଶଙ୍କା:…

ସ୍ନାୟୁଯୁଦ୍ଧ ଲଢ଼େଇର ଅଗ୍ନିସ୍ଫୁଲିଙ୍ଗ ପାଇଁ ଇନ୍ଧନ ଯୋଗାଏ; ଅହଂ ଏବଂ ସାମରିକ ସମ୍ଭାର ଏହାକୁ ବଳ ଦିଏ। ବିଶ୍ୱ ଏବେ ଦୁଇଟି ଯୁଦ୍ଧର ସମ୍ମୁଖୀନ। ରୁଷିଆ-ୟୁକ୍ରେନ ଲଢ଼େଇ ସରିବାକୁ ନାହିଁ; ତେଣେ ଇସ୍ରାଏଲ୍‌‌-ହମାସ ଯୁଦ୍ଧ ଛ’ମାସରେ ପ୍ରବେଶ କରିବାକୁ ଯାଉଛି। ଭାରତ ଆମେରିକା ସମେତ ବିଶ୍ୱର ୫୦ରୁ ଅଧିକ…

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କ ଉପରେ…

ଭାରତ ସ୍ୱାଧୀନ ହେବାର ସତସ୍ତରୀ ବର୍ଷ ତଥା ଆମ ସମ୍ବିଧାନ ଲାଗୁ ହେବାର ଚଉସ୍ତରୀ ବର୍ଷ ପରେ ଭାରତ ଭଳି ପୃଥିବୀର ସର୍ବବୃହତ୍‌‌ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏ କଥା କାହାର ଅବୁଝା ରହିବା ଉଚିତ ନୁହେଁ। ଯେଉଁଠି ଗଣମାଧ୍ୟମର ସ୍ୱରକୁ…

ଜେଲ୍‌‌ ଭିତରୁ କେଜ୍ରିୱାଲଙ୍କ ଦିଲ୍ଲୀ…

ରାଜନୀତିରେ ନୂଆ ପ୍ରୟୋଗ ଏବଂ ନୂତନ ପରୀକ୍ଷା ନିରୀକ୍ଷାର ସୁଯୋଗ ସର୍ବଦା ରହିଛି। ଏହାସତ୍ତ୍ବେ ଶାସନ ଓ ବିଧି ବ୍ୟବସ୍ଥାର ଯେଉଁ ମୌଳିକ ଢାଞ୍ଚା ଆମ ଗଣତନ୍ତ୍ର ଓ ସମ୍ବିଧାନ ନିର୍ମାତା ଦେଇ ଯାଇଛନ୍ତି ସେଥିରେ ରାଜନେତାଙ୍କ ପାଇଁ ଲକ୍ଷ୍ମଣରେଖା ସ୍ପଷ୍ଟ କରିଦିଆଯାଇଛି। ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ…

କଚ୍ଛତିଭୁ ଦ୍ୱୀପ ବିବାଦ ଓ ବିତର୍କ

ପ୍ରସଙ୍ଗ ଅପ୍ରସଙ୍ଗ ହେବା ଏବଂ ଅପ୍ରସଙ୍ଗ ପ୍ରସଙ୍ଗରେ ରୂପାନ୍ତରିତ ହେବା ରାଜନୀତିରେ ଏକ ସାଧାରଣ ଘଟଣା। ବିଶେଷକରି ଦେଶରେ ଲୋଭସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ଏଭଳି ଘଟଣାମାନ ଘଟିବାରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ। କଚ୍ଛତିଭୁୁ ପ୍ରସଙ୍ଗ ସେହିଭଳି ଗୋଟିଏ ପ୍ରସଙ୍ଗ, ଯାହା ପଛରେ…

ବିକଶିତ ରାଷ୍ଟ୍ରଙ୍କ କ୍ରମବର୍ଦ୍ଧିଷ୍ଣୁ…

ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ୱର ବିକଶିତ ଓ ଉନ୍ନତ ରାଷ୍ଟ୍ରମାନେ ସେମାନଙ୍କ ଯାବତୀୟ ଅଳିଆ ବା ବର୍ଜ୍ୟବସ୍ତୁକୁ ପୃଥିବୀର ଅଧିକାଂଶ ଅନଗ୍ରସର ଓ ଅଳ୍ପୋନ୍ନତ ରାଷ୍ଟ୍ରଙ୍କୁ ଚାଲାଣ କରି ତାହାକୁ ସେଠାରେ ଗଦା କରୁଛନ୍ତି। ଏହାକୁ ଅଳିଆ ଗଦା କରିବା ପ୍ରକ୍ରିୟା ବା ‘ୱେଷ୍ଟ ଡମ୍ପ’ କୁହାଯାଏ।…

ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ ଆରୋପ

ଭାରତ ଓ ପାକିସ୍ତାନ ଦୁଇ ପଡ଼ୋଶୀ ରାଷ୍ଟ୍ର। ଉଭୟଙ୍କ ମଧ୍ୟରେ ସାଧାରଣ ସୀମାରେଖା ରହିଥିଲେ ମଧ୍ୟ ରାଷ୍ଟ୍ର ଚରିତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା, ଶାସନ, ପ୍ରଶାସନିକ ଶୃଙ୍ଖଳା, ନ୍ୟାୟିକ ନିରପେକ୍ଷତା ଓ ବ୍ୟକ୍ତି ସ୍ୱାଧୀନତା ଆଦି ମୌଳିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି। ଭାରତ…

ପିଆଇବି ତଥ୍ୟ ତନଖି ବିଭାଗ ଘୋଷଣାକୁ…

ଆଜିକାଲି ଅନ୍‌‌ଲାଇନ ସମ୍ବାଦ ସଂସ୍ଥାମାନଙ୍କୁ ଛାଡ଼ି ସମ୍ବାଦ ଗଣମାଧ୍ୟମ ପରିଦୃଶ୍ୟର ପରିକଳ୍ପନା କରାଯାଇପାରିବ ନାହିଁ। ହ୍ୱାଟ୍‌‌ସଆପ୍‌‌, ଫେସ୍‌‌ବୁକ୍‌‌, ଏକ୍ସ(ପୂର୍ବ ଟ୍ୱିଟର) ଓ ଇନ୍‌‌ଷ୍ଟାଗ୍ରାମ୍‌‌ ଆଦି ଅନ୍‌‌ଲାଇନ୍‌‌ ଗଣମାଧ୍ୟମର ପ୍ରସାର ଓ ବ୍ୟବହାର ଏତେଦୂର ବଢ଼଼ି ଯାଇଛି ଯେ ଏହି ସମ୍ବାଦ…

ମଦଦୁର୍ନୀତି ଫାଶରେ ଦିଲ୍ଲୀ…

ଦିଲ୍ଲୀ ମଦ ଦୁର୍ନୀତିର ତଦନ୍ତ ପରିସର ଶେଷରେ ମୁଖ୍ୟମନ୍ତ୍ରୀ କେଜ୍‌‌ରିୱାଲ୍‌‌ଙ୍କୁ ଫାଶରେ ପକାଇଛି। ଦିଲ୍ଲୀର ସ୍ଥାନୀୟ ଅଦାଲତଙ୍କ ଆଦେଶ ଦେଶରେ ଦୁର୍ନୀତି ଉପରେ ଏକ ଭାରୀ ପ୍ରହାର ଭଳି ମନେ ହେଉଛି। ୨୦୧୧ରେ ଦେଶରେ ଦୁର୍ନୀତି ବିରୋଧରେ ଶକ୍ତିଶାଳୀ ସ୍ୱର ଉତ୍ତୋଳନ କରିଥିବା ଜନନାୟକ ଆନ୍ନା ହଜାରେ ଆଜି…

ବେଙ୍ଗାଲୁରୁ ଜଳସଙ୍କଟରୁ ଶିକ୍ଷା

କିଛି ସଙ୍କଟକୁ ସର୍ବଦା ସ୍ଥାନୀୟ ଭାବେ ଦେଖି ହୁଏ ନାହିଁ; ଏହାସହିତ ଗୋଟିଏ ଦେଶର ଓ ଏହାର ଲୋକଙ୍କର ଭାଗ୍ୟ ତଥା ଭବିଷ୍ୟତ ପରୋକ୍ଷ ଭାବେ ଯୋଡ଼ି ହୋଇଯାଏ। ବେଙ୍ଗାଲୁରୁର ସାମ୍ପ୍ରତିକ ଜଳ ସଙ୍କଟ ସେମିତି ଏକ ସମସ୍ୟା, ଯାହା ଦେଶର ପଞ୍ଚମ ମହାନଗରୀ ତଥା ଆଇଟି ଉଦ୍ୟୋଗର ରାଜଧାନୀକୁ ବିଶେଷ ଭାବେ ପ୍ରଭାବିତ…