ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

editorial

ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ ଆରୋପ

ଭାରତ ଓ ପାକିସ୍ତାନ ଦୁଇ ପଡ଼ୋଶୀ ରାଷ୍ଟ୍ର। ଉଭୟଙ୍କ ମଧ୍ୟରେ ସାଧାରଣ ସୀମାରେଖା ରହିଥିଲେ ମଧ୍ୟ ରାଷ୍ଟ୍ର ଚରିତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା, ଶାସନ, ପ୍ରଶାସନିକ ଶୃଙ୍ଖଳା, ନ୍ୟାୟିକ ନିରପେକ୍ଷତା ଓ ବ୍ୟକ୍ତି ସ୍ୱାଧୀନତା ଆଦି ମୌଳିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି। ଭାରତ…

ପିଆଇବି ତଥ୍ୟ ତନଖି ବିଭାଗ ଘୋଷଣାକୁ…

ଆଜିକାଲି ଅନ୍‌‌ଲାଇନ ସମ୍ବାଦ ସଂସ୍ଥାମାନଙ୍କୁ ଛାଡ଼ି ସମ୍ବାଦ ଗଣମାଧ୍ୟମ ପରିଦୃଶ୍ୟର ପରିକଳ୍ପନା କରାଯାଇପାରିବ ନାହିଁ। ହ୍ୱାଟ୍‌‌ସଆପ୍‌‌, ଫେସ୍‌‌ବୁକ୍‌‌, ଏକ୍ସ(ପୂର୍ବ ଟ୍ୱିଟର) ଓ ଇନ୍‌‌ଷ୍ଟାଗ୍ରାମ୍‌‌ ଆଦି ଅନ୍‌‌ଲାଇନ୍‌‌ ଗଣମାଧ୍ୟମର ପ୍ରସାର ଓ ବ୍ୟବହାର ଏତେଦୂର ବଢ଼଼ି ଯାଇଛି ଯେ ଏହି ସମ୍ବାଦ…

ମଦଦୁର୍ନୀତି ଫାଶରେ ଦିଲ୍ଲୀ…

ଦିଲ୍ଲୀ ମଦ ଦୁର୍ନୀତିର ତଦନ୍ତ ପରିସର ଶେଷରେ ମୁଖ୍ୟମନ୍ତ୍ରୀ କେଜ୍‌‌ରିୱାଲ୍‌‌ଙ୍କୁ ଫାଶରେ ପକାଇଛି। ଦିଲ୍ଲୀର ସ୍ଥାନୀୟ ଅଦାଲତଙ୍କ ଆଦେଶ ଦେଶରେ ଦୁର୍ନୀତି ଉପରେ ଏକ ଭାରୀ ପ୍ରହାର ଭଳି ମନେ ହେଉଛି। ୨୦୧୧ରେ ଦେଶରେ ଦୁର୍ନୀତି ବିରୋଧରେ ଶକ୍ତିଶାଳୀ ସ୍ୱର ଉତ୍ତୋଳନ କରିଥିବା ଜନନାୟକ ଆନ୍ନା ହଜାରେ ଆଜି…

ବେଙ୍ଗାଲୁରୁ ଜଳସଙ୍କଟରୁ ଶିକ୍ଷା

କିଛି ସଙ୍କଟକୁ ସର୍ବଦା ସ୍ଥାନୀୟ ଭାବେ ଦେଖି ହୁଏ ନାହିଁ; ଏହାସହିତ ଗୋଟିଏ ଦେଶର ଓ ଏହାର ଲୋକଙ୍କର ଭାଗ୍ୟ ତଥା ଭବିଷ୍ୟତ ପରୋକ୍ଷ ଭାବେ ଯୋଡ଼ି ହୋଇଯାଏ। ବେଙ୍ଗାଲୁରୁର ସାମ୍ପ୍ରତିକ ଜଳ ସଙ୍କଟ ସେମିତି ଏକ ସମସ୍ୟା, ଯାହା ଦେଶର ପଞ୍ଚମ ମହାନଗରୀ ତଥା ଆଇଟି ଉଦ୍ୟୋଗର ରାଜଧାନୀକୁ ବିଶେଷ ଭାବେ ପ୍ରଭାବିତ…

କୋଟିଆରେ ଆନ୍ଧ୍ରର ପୁଣି ପୁରୁଣା ବେମାରୀ;…

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର ବିବାଦୀୟ ୨୧ ଖଣ୍ଡ କୋଟିଆ ଗ୍ରାମପୁଞ୍ଜରେ ଭୋଟ୍‌‌ଗ୍ରହଣ ନେଇ ପୁନର୍ବାର ଏକ ସମସ୍ୟା ଦେଖାଦେଇଛି। ଏଥର ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷଣା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ପୁଣି…

ଚଳିତ ବର୍ଷ ନଭେମ୍ବର ୫ରେ ବିଶ୍ୱର ସବୁଠୁ ଉନ୍ନତ ଓ ପ୍ରତିପତ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ସ୍ପଷ୍ଟ ହୋଇସାରିଛି। ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ରିପବ୍ଲିକାନ୍‌‌ ଓ ଡେମୋକ୍ରାଟିକ୍‌‌ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ କିଏ…

ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ…

ସମ୍ବିଧାନର ଧାରା ୩୭୦ର ବିଲୋପ ସ୍ୱାଧୀନ ଭାରତର ଏକ ଐତିହାସିକ ଘଟଣା କେବଳ ନୁହେଁ, ଏହା ସଂଘୀୟ ବ୍ୟବସ୍ଥାରେ ଦେଶର ଏକ ଘଟକ ଉପଭୋଗ କରି ଆସୁଥିବା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ଓ ମାନ୍ୟତାର ଅବସାନ ମଧ୍ୟ ଘଟାଇଛି। ଏଥିସହିତ ଜାମ୍ମୁ-କାଶ୍ମୀର ଓ ଲଦାଖର ରାଜନୈତିକ ଓ ଭୌଗୋଳିକ ଚିତ୍ର ମଧ୍ୟ ବଦଳିଛି।…

ଓଡ଼ିଶାରେ ଆଦର୍ଶ କାରାଗାର ସଂସ୍କାର

କାରାଗାରରେ କଏଦୀଙ୍କ ଭିଡ଼ ହ୍ରାସ କରିବା ସହିତ ଏହାର ଅନ୍ତେବାସୀଙ୍କୁ ମାନୁଷିକ ପରିବେଶ ଯୋଗାଇବା କାରା ସଂସ୍କାରର ଏକ ଅଂଶ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ରାଜ୍ୟର ପ୍ରଥମ…

ନିର୍ବାଚନ କମିଶନର ଆଶୁ ଚୟନ ପ୍ରସଙ୍ଗ:…

ଲୋକସଭା ନିର୍ବାଚନ ଘୋଷଣାର ଅଳ୍ପ କେଇଦିନ ପୂର୍ବରୁ ନିର୍ବାଚନ ଆୟୋଗର ଜଣେ ସଦସ୍ୟ ଅରୁଣ ଗୋୟଲ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ଯେତିକି ରହସ୍ୟପୂର୍ଣ୍ଣ ତତୋଧିକ ଚିନ୍ତାଜନକ। ସେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହୋଇପାରିଥା’ନ୍ତେ। ନିଜ ଇସ୍ତଫାପତ୍ରରେ ସେ କୌଣସି କାରଣ ଦର୍ଶାଇ ନଥିବାରୁ…

ନାଗପୁର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ…

ଅବଶେଷରେ ଏକ ଦୀର୍ଘକାଳୀନ ବିଚାରର ଅନ୍ତ ଘଟିଛି ଏବଂ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ‘ୟୁଏପିଏ’ରେ ୨୦୧୩-୧୪ରେ ମହାରାଷ୍ଟ୍ର ପୁଲିସ୍‌‌ ଦ୍ୱାରା ଗିରଫ ହୋଇ କାରାଦଣ୍ଡ ଭୋଗୁଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ବାମପନ୍ଥୀ ଆଦର୍ଶବାଦୀ ପୂର୍ବତନ ପ୍ରଫେସର ଜିଏନ୍‌‌ ସାଇବାବା ଏବଂ ତାଙ୍କର ପାଞ୍ଚଜଣ…