ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

CommissioneratePolice

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟୁ…

ଭୁବନେଶ୍ବର: ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୁଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍। ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି ଉକ୍ତ ବାଟାଲିୟନର କୌଣସି ପୁଲିସ…

ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି…

ଭୁବନେଶ୍ବର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରିଛି କମିଶନରେଟ ପୁଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଥିବା ସରାଇ ନିୟମକୁ କଡ଼ାକଡ଼ି କରାଯାଇଛି । ଆଜି କମିସନରେଟ୍‌ ପୁଲିସ ରାଜଧାନୀରେ ବହୁ ହୋଟେଲ୍‌, ଲଜ୍‌…

ପୁଲିସ ହାତରେ ‘ତିନ୍…

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ। ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ୍ କରୁଥିଲେ। କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି…

ମାଷ୍ଟର୍‌‌ମାଇଣ୍ଡଙ୍କ ଯୋଜନାକୁ…

ଭୁବନେଶ୍ୱର: ରାଜଧାନୀରେ ଅପରେଟ୍‌‌ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍‌‌ ଏବଂ ସ୍କାଏ ଲାଇଟ୍‌‌ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍‌‌ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍‌‌ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ…

ଘର ଛାଡି ଯାଉଥିଲେ ସାବଧାନ: କରନ୍ତୁ…

ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ…

ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ…

ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।…

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ…

ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ…

‘ମାଧ୍ୟମ’ ଜରିଆରେ…

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୧୩ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ୨ଜଣ ମହିଳାଙ୍କୁ…

ପୌର ନିର୍ବାଚନ: ଖଟି ମୁକ୍ତ ପାଇଁ…

ଭୁବନେଶ୍ବର: ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରକୁ ଖଟି ମୁକ୍ତ କରିବା ପାଇ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ। ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ…

୨୦୦୮ ପରଠୁ ଅପହରଣ ଓ ନିଖୋଜ ମାମଲାର…

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ…