ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

chilika

ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ

ଚିଲିକା: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଏକର ଏକର ଗଛ ସହ ଫିସିଂ କ୍ୟାଟ ପୋଡି ପାଉଁଶ ହୋଇ ଯାଇଥିବା ସୂଚନା। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ମତ୍ସ୍ଯଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି…

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା…

ଚିଲିକା(ରଞ୍ଜିତ୍‌‌ ସାମନ୍ତରାୟ ଓ ଶିବଶଙ୍କର ପଣ୍ଡା): ପ୍ରକୃତିର ଗନ୍ତାଘର ନୈସର୍ଗିକ ସୌନ୍ଦର୍ଯ୍ୟର ଅପସରା ଭୁବନ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ପକ୍ଷୀତୀର୍ଥ ମରାଳମାଳିନୀ ନୀଳାମ୍ବୁ ଚିଲିକା। ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦର ମାନ୍ୟତା ପାଇଛି।…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ…

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଘଟିଛି ଏପରି ଅଘଟଣ। ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ଜହ୍ନିକୁଦା ଘାଟ…

ବାଲୁଗାଁରେ ମାମୁଁ ଭଣଜା ହିଲ ପାର୍କ ଏବଂ…

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ। ଏନଏସି ଦ୍ୱାରା ନିର୍ମାଣ…

ଚିଲିକାରେ ଚାଲିଛି ଡ଼ଲଫିନ ଗଣନା, ୧୮ଟି…

ଖୋର୍ଦ୍ଧା: ଆଜି ସକାଳ ୬ଟାରୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ମଧ୍ୟାହ୍ନ ୧୨ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ରହିଛନ୍ତି।  ପ୍ରତି…

ସରିଲା ଚିଲିକାରେ ପକ୍ଷୀ ଗଣନା: ଚଳିତ…

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର…

ଚିଲିକାରେ ବିଜେଡିର ୨୭ତମ ପ୍ରତିଷ୍ଠା…

ବାଣପୁର: ଚିଲିକାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ମେଡିକାଲ ଛକଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତରେ ସାଂସଦ ମାନସ ମଙ୍ଗରାଜ ମାଲ୍ୟାର୍ପଣ କରିଥିଲେ। ଏହା ପରେ ବାଣପୁରର…

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ,…

ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ।ସେଥି ମଧ୍ୟରୁ…

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ…

ଖୋର୍ଦ୍ଧା: ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଚାଳକ ଡଙ୍ଗାର ମଟର ଚାଲୁ କରିବା ବେଳେ ଅସାବଧାନତା ବସତଃ ଡଙ୍ଗାରୁ ଖସି ପଡ଼ିଥିଲା। ପାଖରେ ଥିବା…

ଗ୍ରୀଷ୍ମର ଆଗମନରେ ଚିଲିକାରୁ ବିଦେଶାଗତ…

ବାଲୁଗାଁ: ଗ୍ରୀଷ୍ମର ଆଗମନରେ ଚିଲିକାର ଉଷ୍ମତା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଶୀତଋତୁରେ ଆଗମନ କରିଥିବା ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଘର ବାହୁଡ଼ା ଆରମ୍ଭ କରି ଦେଇଛନ୍ତିି । ଜଳବାୟୁ ଉଷ୍ମତା ବୃଦ୍ଧି ପାଇବା ସଂଗେ ସଂଗେ ନୀଳାମ୍ବୁ ଚିଲିକାର ମୋହ ଛାଡ଼ି…