Browsing Tag

bjp

ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ…

ବରଗଡ଼: ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ…

ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର…

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ…

ପରାଜୟ ଭୟରେ ରକ୍ତମୁଖା ବିଜେପି: ଜିଏସଟି…

ପଦ୍ମପୁର: ପଦ୍ମପୁରରେ ଆସନ୍ନ ପରାଜୟ ଭୟରେ ରକ୍ତମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ଦଳର ନେତାଙ୍କ ହତାଶା ସେମାନଙ୍କ ଆଚରଣରେ ପ୍ରତିଫଳିତ ହୋଇଛି । ସୋମବାର ସନ୍ଧ୍ୟାରେ ଟିକସ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସମୟରେ ଭୁବନେଶ୍ୱରରୁ ଆମଦାନୀ ବିଜେପି ନେତାମାନେ…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି…

ପଦମପୁରବାସୀଙ୍କୁ ଡ୍ରାମା ଦେଖାଇ ବିଜେପି…

ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ…

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ…

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ…

ଧାମନଗର ଉପନିର୍ବାଚନ: ଆସନ ବଞ୍ଚାଇଲା…

ଭଦ୍ରକ: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମୋଟ ୮୦, ୩୫୧ ଭୋଟ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟପାଇଥିବା ବେଳେ କଂଗ୍ରେସ ପ୍ରର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୩୩ଭୋଟ ପାଇଛନ୍ତି।  ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ୮, ୧୫୩…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ…

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ତା'ର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ତେବେ ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ…

ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ…

ଭୁବନେଶ୍ୱର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି ।…