ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ମୟୂରଭଞ୍ଜ

ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଏସଆଇଙ୍କୁ…

ଭୁବନେଶ୍ବର/ବାରିପଦା : ୨୦୧୬ର ଏକ ଲାଞ୍ଚ ମାମଲାରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାର ତତ୍‌କାଳୀନ ଏସଆଇ ଶରତ ଚନ୍ଦ୍ର ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅବସରପ୍ରାପ୍ତ ଏସଆଇଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର…

ଖୋଲା କାର୍‌ରେ ଶିମିଳିପାଳର ମଜା ନେବେ…

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଏବଂ ଏହାକୁ ପର୍ଯ୍ୟଟକଙ୍କ ଲାଗି ଅନୁକୂଳ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପ ମଧ୍ୟରେ ଖୁବ୍‌ଶୀଘ୍ର ୩୫ଟି ଅତ୍ୟାଧୁନିକ କାର୍‌ ଯୋଡ଼ି ହେବାକୁ ଯାଉଛି। ଅଭୟାରଣ୍ୟ ଭିତରର ଘଞ୍ଚ, ଦୁର୍ଗମ ରାସ୍ତାକୁ ଅତି ସହଜରେ ଅତିକ୍ରମ କରିବାର…

ଶିମିଳିପାଳ ସୁରକ୍ଷା ପାଇଁ କୁମକି ହାତୀକୁ…

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ବଂଶ ବୃଦ୍ଧି ବନବିଭାଗକୁ ଉତ୍ସାହିତ କରିଛି । ବାଘଙ୍କ ସୁରକ୍ଷା ଓ କଳାବାଘ ପାଇଁ ଶିମିଳିପାଳ ସ୍ବତନ୍ତ୍ର ପରିଚୟକୁ ଅତୁଟ ରଖିବା ପାଇଁ ବନବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ଏଥିପାଇଁ ଚନ୍ଦକା ଅଭୟାରଣ୍ୟରୁ ଏକ କୁମକି ହାତୀ 'ଯୋଶଦା'କୁ…

ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ…

ବାରିପଦା: ପ୍ରକୃତିର ଅନନ୍ୟ ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି। ଶନିବାର ଶିମିଳିପାଳ ପିଠାବଟା ଫାଟକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତି କର୍ମଶାଳାରେ ବିସ୍ତୃତ ସୂଚନା ଦିଆଯାଇଛି।…

ମନିପର୍ସକୁ ନେଇ ତୁମୁଳକାଣ୍ଡ : ଯୁବକକୁ…

ବାରିପଦା : ରାସ୍ତାରେ ପଡିଥିବା ମନିପର୍ସ ପାଇବାକୁ ନେଇ ତୁମୁଳ କାଣ୍ଡ ଘଟିଯାଇଛି। ଯାହାକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ଦୁର୍ବୁତ୍ତ ମାନେ ଜୀବନରୁ ମାରି ଦେଇଛନ୍ତି। ଏହିପରି ଅଭାବନୀୟ ଘଟଣା ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡ଼ିଆ ଅଞ୍ଚଳର ଟିବି ହସ୍ପିଟାଲ ଛକରେ ଘଟିଯାଇଛି। ମୃତ ଯୁବକ…

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ୩ମୃତ

ବାରିପଦା: ବାରିପଦା-ଉଦଳା ୧୯ନଂ ରାଜ୍ୟ ରାଜପଥର ବଡ଼ସାହି ଥାନା ଅଧୀନ କାଦୁଆଲବନ୍ଧ ନିକଟରେ ବାଇକ-ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ…

ଓଡିଶା ମିଲେଟ୍ସ ମିଶନ ଆନୁକୂଲ୍ୟରେ…

ବାରିପଦା: ଦେବେନ୍ଦ୍ରପୁର ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ୬୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡେଲ ଦେଇ ପୁରସ୍କୃତ…

ଶିମିଳିପାଳରେ ଚାଲିଥିଲା ଅଫିମ ଚାଷ, ଚଢାଉ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୨୬ଲକ୍ଷ ଟଙ୍କାର ୧୩ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି । ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ…

ବିଜେଡିରେ ମିଶିଲେ ବଡ଼ସାହି ନିର୍ବାଚନ…

ବାରିପଦା: ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିର ମହାମିଶ୍ରଣ ପର୍ବ । ମିଶ୍ରଣ ପର୍ବ ଅବସରରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ଯାହାକି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ମହାମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର…

ବିଜେପିରୁ ଇସ୍ତଫା ଦେଲେ ବଡ଼ସାହିର…

ବାରିପଦା : ବିଜେପି ଦଳରୁ ଇସ୍ତଫା ଦେଲେ ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ଏକକିତା ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ…