ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଜୟପୁର: ରାୟଗଡା ଅମ୍ବାଦଳା ଥାନା ବନ୍ଧଗୁଡା ଗାଁ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ। ଜଣେ ମୃତ, ୩ ଗୁରୁତର। ଏବେବି ଜଣେ ବ୍ୟକ୍ତି କାରରେ ଚାପି ହୋଇ ରହିଥିବା ସୂଚନା ମିଳିଛି। ୩ ଗୁରୁତରଙ୍କୁ ମୁନିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ମାନେ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ବୋଲି ଜଣାପଡିଛି। ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ସମସ୍ତେ ବରଗଡ ଆସିଥିଲେ। ବରଗଡରୁ ଫେରିବା ବାଟରେ ପ୍ରାୟ ଭୋର୍ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଅମ୍ବାଦଳା ପୁଲିସ୍ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.