ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sakala News

କଠୋର ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍‌‌ କସରତ

ଦେଶରେ ସାଧାରଣ ନିର୍ବାଚନ ପରେ ଅପ୍ରତ୍ୟାଶିତ ମୂଲ୍ୟ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସଂକୋଚନ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏଥରର ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ଯୋଗୁଁ ଖରାଟିଆ ଫସଲ ଓ ପନିପରିବା ଉତ୍ପାଦନ କେବଳ ଗୁରୁତର ପ୍ରଭାବିତ ହୋଇନାହିଁ; ଏହା ମଧ୍ୟ ଅଣଆନୁଷ୍ଠାନିକ କ୍ଷେତ୍ରରେ ଶ୍ରମିକଙ୍କ କାମଧନ୍ଦା…

ଶିକ୍ଷାଦାନର ପରିବେଶ

ଦିନଥିଲା ମୁଣ୍ଡୁଳାରୁ ଆରମ୍ଭ ହେଇଥିଲା ପ୍ରଥମ ଶିକ୍ଷା। ମାଟି ସିଲଟ ଖଣ୍ଡିକ ଆଦ୍ୟ ଶିକ୍ଷାର ଜନ୍ମଦାତା ଥିଲା। ‘ଓମ୍‌‌’ କାରରୁ ଆରମ୍ଭ ହେଉ ଥିଲା ଶିଶୁର ପ୍ରଥମ ଶିକ୍ଷା। ସୁନ୍ଦର ହସ୍ତାକ୍ଷର, ମିଶାଣ, ଫେଡ଼ାଣ, ଗୁଣନ, ହରଣ ଭଳି ଫଳା ଗଣନା, ପଣକିଆ, ବର୍ଣ୍ଣମାଳା, ବିବିଧ ଯୁକ୍ତାକ୍ଷର ଇତ୍ୟାଦି ସେଇ ଆଦ୍ୟ…

ତେଲୁଗୁ ଅସ୍ମିତାର ପ୍ରବାଦ ପୁରୁଷ:…

ଭାରତୀୟ ଆଞ୍ଚଳିକ ଭାଷା ସାମ୍ୱାଦିକତା ବିକାଶରେ ରାମୋଜୀ ରାଓ (୧୯୩୬-୨୦୨୪)ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଶିକ୍ଷା ପ୍ରସାର, ସମାଜ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ୟବଦ୍ଧ ଭାଷା ସାମ୍ୱାଦିକତା ସ୍ୱାଧୀନୋତ୍ତର ଭାରତରେ ଦିଶାହୀନ ହୋଇପଡ଼ିଥିଲା। ସହରାଞ୍ଚଳରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ…

ଇଭିଏମ୍‌‌କୁ ନେଇ ଇଣ୍ଡି ମେଣ୍ଟର ପୁରୁଣା…

ଇଲେକ୍‌‌ଟ୍ରୋନିକ୍‌‌ ଭୋଟିଂ ମେସିନ୍‌‌ ବା ଇଭିଏମ୍‌‌ରେ ପ୍ରାର୍ଥୀ ପାଇଥିବା ଭୋଟ୍‌‌କୁ ଏପଟ ସେପଟ କରି ଜୟ-ପରାଜୟ ନିର୍ଣ୍ଣିତ ହୋଇପାରିବ, ଏହା ବିଶ୍ୱାସଯୋଗ୍ୟ, ନିରାପଦ ଓ ସୁରକ୍ଷିତ ନୁହେଁ ଆଦି ଯେତେସବୁ ଅଭିଯୋଗ ଭାରତରେ ଏ ପର୍ଯ୍ୟନ୍ତ ଉଠୁଥିଲା, ତାହାକୁ ରାଜନୈତିକ ଦୁରଭିସନ୍ଧିମୂଳକ ବୋଲି ଭାବି କେହି…

ନିଟ୍‌‌ ମେଡିକାଲ୍‌‌ ପ୍ରବେଶିକା ପରୀକ୍ଷା…

ଅସୀମ ଅଫୁରନ୍ତ ଶକ୍ତିର ଉତ୍ସ ପରମାଣୁର ଭୟଙ୍କର ସ୍ୱରୂପ ବିଷୟରେ ପ୍ରଥମ ଥର ପାଇଁ ବିଶ୍ୱବାସୀ ଅବଗତ ହୋଇଥିଲେ ୧୯୪୫ ମସିହା ଅଗଷ୍ଟ ମାସ ୬ ଓ ୯ ତାରିଖରେ। ଏହି ଦୁଇ ଦିନରେ ‘ଲିଟିଲ୍‌‌ ବୟ’ ଓ ‘ଫ୍ୟାଟ୍‌‌ ମ୍ୟାନ୍‌‌’ ନାମକ ଦୁଇ ପରମାଣୁ ବୋମା ଜାପାନ୍‌‌ର ହିରୋସିମା ଓ ନାଗାସାକି ଉପରେ ଆମେରିକା ଦ୍ୱାରା…

କାଶ୍ମୀରରେ ପୁଣି ଆତଙ୍କବାଦୀ…

ଜାମ୍ମୁ ଓ କାଶ୍ମୀରରେ ଚାରିଦିନ ମଧ୍ୟରେ ଚାରିଟି ଆତଙ୍କବାଦୀ ଘଟଣା ସେହି ଅଞ୍ଚଳର ସାମଗ୍ରିକ ନିରାପତ୍ତା ପାଇଁ ଅକସ୍ମାତ ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି। ଧାରା ୩୭୦ର ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଦମନ ଓ ଶାନ୍ତି ପ୍ରତିଷ୍ଠାର ଯେଉଁ ନୂଆ ଧାରା ଆରମ୍ଭ ହୋଇଥିଲା ସେଥିରେ ହଠାତ୍‌‌ ଏକ…

ମହିଳା ସମ୍ମାନର ପାରମ୍ପରିକ ପର୍ବ: ରଜ

ଗ୍ରୀଷ୍ମ ଓ ବର୍ଷାର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବରଜ। ସତେଯେମିତି ଏହା ଧରିତ୍ରୀ ମାତା ଓ ମୈସୁମୀର ମିଳନର ପର୍ବ। ସାରାବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏ ତ ଆଉ କୋଉଠି ନ ଥିବ। ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ୱାଗତ କରି ସୃଷ୍ଟି…

ବ୍ରହ୍ମାଣ୍ଡର ଚକାଆଖି ‘କୃଷ୍ଣଗର୍ତ୍ତ’!

ଭାବପ୍ରବଣତା ପ୍ରକଟ କରିବାର ସବୁଠାରୁ ସଂବେଦନଶୀଳ ଅଙ୍ଗ ହେଲା ଚକ୍ଷୁ। ତାହା ‘ଖେଳା ଲୋଳା ଖଞ୍ଜନାକ୍ଷୀ’ର ହେଉ କିମ୍ବା ହେଉ ଶିବଙ୍କ ତୃତୀୟ ନେତ୍ର। ତହିଁରେ ପ୍ରଚ୍ଛନ୍ନ ଭାବେ ପ୍ରକଟିତ ହୁଏ ଆମ ପ୍ରେମ ଏବଂ ଘୃଣାଠାରୁ ଆରମ୍ଭ କରି ଦୁଃଖ, ଆନନ୍ଦ, ଈର୍ଷା, ଭୟ ପର୍ଯ୍ୟନ୍ତ ସମସ୍ତ ମନର ଭାଷା। ସେଥିପାଇଁ…

ଜି-୭ ଶିଖର ସମ୍ମିଳନୀରେ ଭାରତ: ମୋଦୀଙ୍କ…

ଜି-୭ର ୫୦ ତମ ବୈଶ୍ୱିକ (ଆଉଟ୍‌‌ରିଚ୍‌‌) ଶିଖର ସମ୍ମିଳନୀ ଇଟାଲିରେ ଅନୁଷ୍ଠିତ ହେଉଛି। ଏହି ଦୁଇଦିନିଆ ଶିଖର ବୈଠକରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌‌ ଯାତ୍ରା କରିଛନ୍ତି। ଜି-୭ ମୂଳତଃ ଜି-୨୦ର ପ୍ରଥମ ଅବତାର। ଏହା ବିଶ୍ୱର ସାତଟି ବିକଶିତ ରାଷ୍ଟ୍ର ଆମେରିକା, ଫ୍ରାନ୍ସ,…

ଅଧିକାର ଓ ଦାୟିତ୍ୱବୋଧ

ମଣିଷ ଜୀବନ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସର୍ବଶ୍ରେଷ୍ଠ ଉପହାର। ଉକ୍ତ ଜୀବନକୁ ସଫଳ, ପରିପୂର୍ଣ୍ଣ ତଥା ଯଥାର୍ଥ କରିବାକୁ ହେଲେ; ସଂକଳ୍ପ, ସଂସ୍କାର, ସୁବିଚାର ଏବଂ ସମର୍ପଣ ଭାବ ପୋଷଣ କରି ନିରନ୍ତର ନିଜର କର୍ମ ଏବଂ କର୍ତ୍ତବ୍ୟ କରିବା ଉଚିତ। ପ୍ରତ୍ୟକ ବ୍ୟକ୍ତି ନିଜର ଜୀବନ କାଳ ମଧ୍ୟରେ ଅଲଗା ଅଲଗା…