ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sakala News

ଅଳପ ହସରେ ଅନେକ ଇଶାରା

‘ମାଣିକ... ଆଲୋ ଆଲୋ ମାଣିକ, ହସି ଦେ ଅଳପ ଯାଉ ଲୋ ଦୁଃଖ...।’ ‘ଶେଷଶ୍ରାବଣ’ ସିନେମାର ଏଇ ଗୀତଟି ମନେ ଅଛି ନା! ତେବେ ସତରେ କ’ଣ ହସି ଦେଲେ ଦୁଃଖ ଲାଘବ ହୁଏ? ତା’ହେଲେ ଦୁଃଖ ସମୟରେ ମଣିଷ ନ ହସି କାନ୍ଦେ କାହିଁକି ଯେ? ଯେତେ ବେଶି ଦୁଃଖ ସେତେ ଜୋର୍‌‌ରେ ହସି ଦେଲେ ତ ହୁଅନ୍ତା! କିନ୍ତୁ ଏପରି ହୁଏନା।…

ଶ୍ରୀମନ୍ଦିର ଅଣସର ନୀତି

ନୀଳାଦ୍ରିମହୋଦୟଃ, ବାମଦେବସଂହିତା ତଥା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ଦୈନନ୍ଦିନ ନୀତି ପରିଚାଳିତ ହୋଇଆସୁଛି। ଶ୍ରୀମନ୍ଦିରରେ ପ୍ରଚଳିତ ନୀତି ସବୁ ବହୁ ପୁରାତନ। ଏତେ ବ୍ୟାପକ ନୀତି ଓ ଏତେ ସଂଖ୍ୟକ ସେବକ କୌଣସି ଦେବତାଙ୍କ ପାଖରେ ପରିଲକ୍ଷିତ ହୁଏ ନାହିଁ।…

ଭିତରକନିକା ଜୈବମଣ୍ଡଳ ପ୍ରତି ବିପଦ

ଦେଶର ବଡ଼ ବଡ଼ ନଦୀରେ ଜଳଭଣ୍ଡାରମାନ ନିର୍ମିତ ହେବା ଦିନଠାରୁ ଏହାର ନିମ୍ନ ଅବବାହିକା, ବିଶେଷକରି ତ୍ରିକୋଣ ଭୂମି ଅଞ୍ଚଳ ପରିବେଶଜନିତ କାରଣରୁ ପ୍ରଭାବିତ ହେବାକୁ ଆରମ୍ଭ କରିଥିଲା। ଏବେ ଜଳବାୟୁ ପରିବର୍ତ୍ତନ କାରଣରୁ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ଏବଂ ସବୁଠୁ ଅଧିକ ବିପଦ ଦେଖାଦେଇଛି ନଦୀ…

ଲୋକସଭା ନିର୍ବାଚନ ଓ ସାମ୍ବିଧାନିକ…

୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇ କେନ୍ଦ୍ର ଓ ଚାରି ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଥିସହିତ ନିର୍ବାଚନୀ ବିଶେଷଜ୍ଞ ଓ ଆତ୍ମଘୋଷିତ ରାଜନୀତି ବିଶାରଦମାନଙ୍କ ସକଳ ଅନୁମାନ ଆକଳନ ଭୁଲ୍‌‌ ପ୍ରମାଣିତ ହୋଇ ସାରିଛି। ଭାରତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ.ଡି.ଏ) ସଂସଦରେ ଚାରିଶହ ସଭ୍ୟ…

ଜାମ୍ମୁ-କାଶ୍ମୀରରେ ନୂଆ ସକାଳର ଆବାହନୀ

ଭାରତ ମାତାର ମୁକୁଟ ଭୂସ୍ୱର୍ଗ କାଶ୍ମୀର ଖୁବ୍‌‌ଶୀଘ୍ର ଆଉ ଏକ ନୂଆ ସକାଳ ଦେଖିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏବେ ଶ୍ରୀନଗରଠାରେ ଦେଇଥିବା ସୂଚନା ଯଦି ସତ ହୁଏ, ତା’ହେଲେ ଜାମ୍ମୁ-କାଶ୍ମୀର ଭାରତୀୟ ସଂଘରେ ପୁନର୍ବାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇବ। ଏହା ହେବ ଭାରତୀୟ ଭୂସ୍ୱର୍ଗରେ ଏକ ନୂଆ…

ବିଶ୍ୱରେ ଯୋଗଶିକ୍ଷାର ବିସ୍ତାର

ସମୂହ ବିପଦରୁ ଉଦ୍ଧାର ପାଇବାର ଏକମାତ୍ର ମାଧ୍ୟମ ହେଉଛି ଯୋଗ। ପାତଞ୍ଜଳିଙ୍କ ରଚିତ ‘ଯୋଗଃ ସ୍ଥିତ ଇତିଃ’ରୁ ଆରମ୍ଭ କରି ଯୋଗଗୁରୁ ଗୋରଖନାଥଙ୍କ ଭାଷାରେ ‘ଆତ୍ମନଃ, ପରତ୍ମାନଃ, ସଂଯୋଗ, ଯୋଗ ଉଚ୍ୟତେ’ ପର୍ଯ୍ୟନ୍ତ ଜୀବନକୁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ଯୋଗ ହିଁ ସୁରକ୍ଷା କବଚ ହୋଇପାରିବ।…

ନିଟ୍‌‌ ପରୀକ୍ଷାରେ ଅନିୟମିତତା!

ଅଷ୍ଟାଦଶ ଲୋକସଭା ନିର୍ବାଚନ ଫଳାଫଳ ସହ ପ୍ରକାଶ ପାଇଲା ନିଟ୍‌‌ ୟୁଜି-୨୦୨୪ ପରୀକ୍ଷା ଫଳାଫଳ। ଆଶାନୁରୂପ ଫଳ ନ ହେବାରୁ ଆତ୍ମହତ୍ୟାର ବାଟ ବାଛିନେଲେ ବାଗିଶା ତିୱାରୀଙ୍କ ଭଳି କେତେକ ଛାତ୍ରଛାତ୍ରୀ। ଧୀରେ ଧୀରେ ବ୍ୟାପକ ଅନିୟମିତତାର ଖବର ସାମ୍ନାକୁ ଆସିବାକୁ ଲାଗିଲା। ଗୋଟିଏ ପଟେ କୋଚିଂ ସେଣ୍ଟରମାନଙ୍କ…

କଠୋର ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍‌‌ କସରତ

ଦେଶରେ ସାଧାରଣ ନିର୍ବାଚନ ପରେ ଅପ୍ରତ୍ୟାଶିତ ମୂଲ୍ୟ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସଂକୋଚନ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏଥରର ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ଯୋଗୁଁ ଖରାଟିଆ ଫସଲ ଓ ପନିପରିବା ଉତ୍ପାଦନ କେବଳ ଗୁରୁତର ପ୍ରଭାବିତ ହୋଇନାହିଁ; ଏହା ମଧ୍ୟ ଅଣଆନୁଷ୍ଠାନିକ କ୍ଷେତ୍ରରେ ଶ୍ରମିକଙ୍କ କାମଧନ୍ଦା…

ଶିକ୍ଷାଦାନର ପରିବେଶ

ଦିନଥିଲା ମୁଣ୍ଡୁଳାରୁ ଆରମ୍ଭ ହେଇଥିଲା ପ୍ରଥମ ଶିକ୍ଷା। ମାଟି ସିଲଟ ଖଣ୍ଡିକ ଆଦ୍ୟ ଶିକ୍ଷାର ଜନ୍ମଦାତା ଥିଲା। ‘ଓମ୍‌‌’ କାରରୁ ଆରମ୍ଭ ହେଉ ଥିଲା ଶିଶୁର ପ୍ରଥମ ଶିକ୍ଷା। ସୁନ୍ଦର ହସ୍ତାକ୍ଷର, ମିଶାଣ, ଫେଡ଼ାଣ, ଗୁଣନ, ହରଣ ଭଳି ଫଳା ଗଣନା, ପଣକିଆ, ବର୍ଣ୍ଣମାଳା, ବିବିଧ ଯୁକ୍ତାକ୍ଷର ଇତ୍ୟାଦି ସେଇ ଆଦ୍ୟ…

ତେଲୁଗୁ ଅସ୍ମିତାର ପ୍ରବାଦ ପୁରୁଷ:…

ଭାରତୀୟ ଆଞ୍ଚଳିକ ଭାଷା ସାମ୍ୱାଦିକତା ବିକାଶରେ ରାମୋଜୀ ରାଓ (୧୯୩୬-୨୦୨୪)ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଶିକ୍ଷା ପ୍ରସାର, ସମାଜ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ୟବଦ୍ଧ ଭାଷା ସାମ୍ୱାଦିକତା ସ୍ୱାଧୀନୋତ୍ତର ଭାରତରେ ଦିଶାହୀନ ହୋଇପଡ଼ିଥିଲା। ସହରାଞ୍ଚଳରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ…