ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Israel-Hamas War

ଇସ୍ରାଏଲ- ହାମାସ ଯୁଦ୍ଧ: ୩୭ ଦିନ ପରେ…

ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 📌nooh.xp:Born in war, she's less than a month…

ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କଲା…

ତେଲ ଆଭିଭ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରିଛି ଲେବାନନ । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି…

ରାଜି ହେଲା ଇସ୍ରାଏଲ, ଦିନକୁ ୪ ଘଣ୍ଟା…

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ  ଗାଜାବାସୀଙ୍କୁ ସମାନ୍ୟ ଆଶ୍ବସ୍ତି । ସାଧାରଣ ଲୋକଙ୍କ ପାଇଁ ୩ ଦିନ ୪ ଘଣ୍ଟା ଲେଖାଏଁ ଅସ୍ତ୍ର ବିରତି ମିଳିବ। ସୈନ୍ୟ ଅଭିଯାନ ବନ୍ଦ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଇସ୍ରାଏଲ ତଟରେ ଆମେରିକାର ପରମାଣୁ…

ୱାଶିଂଟନ୍‌: ହମାସ୍‌ ବିରୋଧରେ ଇସ୍ରାଏଲ ଜାରି ରଖିଥିବା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଇସ୍ରାଏଲ ସମେତ ଏହାକୁ ସମର୍ଥନ କରିଥିବା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଇରାନ,ଲେବାନନ,ସରିଆ, କାତାର ଆଦି ବହୁ ଆରବୀୟ ରାଷ୍ଟ୍ର ଏକାଠି ହୋଇଥିଲା ବେଳେ ଏହିସବୁ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇରାନ…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି। Good exchange of…

ଇସ୍ରାଏଲ-ହମାସ ସଂଘର୍ଷ: ଉତ୍ତର ଗାଜା…

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୨୮ ଦିନରେ ପହଞ୍ଚିଛି। କିନ୍ତୁ ଉଭୟ ପକ୍ଷର ଆକ୍ରମଣ ପ୍ରତ୍ୟାକ୍ରମଣ ବନ୍ଦହ୍ବୋର ନାଁ ଧରୁନାହିଁ। ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରକୁ ଏବେ ମଧ୍ୟ ରକେଟ ଆକ୍ରମଣ କରାଯାଉଥିଲା ବେଳେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ସ୍ଥଳ ଏବଂ…

ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା…

ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା…

ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ବନ୍ଦ…

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଗତ ୭ ତାରିଖରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ଇରାନ, ଲେବାନନ ଭଳି କିଛି ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ବାହାରିଥିଲେ। କିନ୍ତୁ ଯେବେ ଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜୋରଦାର କରିଛି , ସେବେ ଠାରୁ ଅନ୍ୟ ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ…

ଗାଜା ହସ୍ପିଟାଲ୍‌ରେ ବିସ୍ଫୋରଣ ଇସ୍ରାଏଲ୍…

ନୂଆଦିଲ୍ଲୀ: ବୁଧବାର ଯୁଦ୍ଧଗ୍ରସ୍ତ ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗାଜା ହସ୍‌ପିଟାଲ୍‌ ବ୍ଲାଷ୍ଟ ଘଟଣାରେ ଇସ୍ରାଏଲ୍‌ର ଦୋଷ ନାହିଁ ।  ଅନ୍ୟ କେହି ଏହି ଆକ୍ରମଣ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଇସ୍ରାଏଲ୍‌ର ତେଲ ଅଭିବ୍‌ରେ ପହଞ୍ଚି ବାଇଡେନ୍ ଇସ୍ରାଏଲ୍…

ଘନଉଛି ବିଶ୍ବଯୁଦ୍ଧ ଆଶଙ୍କା: ହମାସ୍‌…

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ…