ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Happy Raja

ଓଡ଼ିଶାର ଗଣପର୍ବ ରଜ ଅବସରରେ…

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ବିଟ୍ କରି କହିଛନ୍ତି ଯେ, ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ…

ମାଟି ମାଆର ପର୍ବ ରଜ, ମୁଖ୍ୟ ଆକର୍ଷଣ…

ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । କୃଷି ଓଡ଼ିଶାର ମୁଖ୍ୟ ଜୀବିକା…

ଆଜି ରଜ ପର୍ବର ଦ୍ଵିତୀୟ ଦିନ; ଉତ୍ସବମୁଖର…

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ଦ୍ଵିତୀୟ ଦିନ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ଆଜି ରଜ ସଂକ୍ରାନ୍ତିରେ ପୁରପଲ୍ଲୀରେ ସକାଳୁ ସକାଳୁ…

ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି…

ଭୁବନେଶ୍ୱର: ଆସନ୍ତାକାଲି ରଜ, ଆଜି ସଜବାଜ । ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ରଜର ଦିନକ ପୂର୍ବରୁ ଆଜି ସମସ୍ତେ ସଜବାଜରେ ମସଗୁଲ । ସଜେଇ ହେଉଛନ୍ତି କୁଆଁରୀମାନେ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ…

ହଲ୍‌‌ମୁହାଁ ହେବେ ଦର୍ଶକ; ଏଥର ରଜ…

ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷ ପରେ ଏଥର ରଜ ବଜାରକୁ ଆସୁଛି ଦୁଇ ନୂଆ ଓଡ଼ିଆ ସିନେମା ‘ଲଭ ଇନ୍‌‌ ଲ୍‌‌ଣ୍ଡନ୍‌‌’ ଓ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’। ରଜ ଉପଲକ୍ଷେ ଏହି ଦୁଇଟି ସିନେମା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ପହିଲି ରଜରେ ସାରା ଓଡ଼ିଶାରେ…