ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

balasore

ବାପାମାଆଙ୍କୁ ମାରି ପୋତିଦେଲା ପୁଅ !…

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି। ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ। ଏବେ ବି ମାଆ ନିଖୋଜ। ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ।…

ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ…

ବାଲେଶ୍ବର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା । ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ କରାଯାଇଛି। ଆବଶ୍ୟକ ଜିନିଷ ପତ୍ର କିଣାକିଣି ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ଏ ନେଇ…

ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ…

ବାଲେଶ୍ବର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା । ସରିଲା ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ବୈଠକ । ବୈଠକରେ ନିଷ୍ପତି କ୍ରମେ, ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ମିଳିବ ଇଣ୍ଟରନେଟ ସେବା । ଆଇନ ଶୃଙ୍ଖଳା ରକ୍ଷା ପାଇଁ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ; ଆଜି ରାତି…

ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ବାଲେଶ୍ୱର । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱରକୁ…

ବାଲେଶ୍ବରର ସୁନହଟରେ ଦୁଇ ଗୋଷ୍ଠୀ ମଧ୍ୟରେ…

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସହରର ଭୁଜାଖିଆ ପୀର ନିକଟରେ ଗଣ୍ଡଗୋଳ ହୋଇଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ଉକ୍ତ…

ବାଡ଼ିରେ ପିଟିପିଟି ସ୍ତ୍ରୀକୁ ମାରିଦେଲା…

ସୋର: ପାରିବାରିକ କଳହର କରୁଣ ପରିଣତି । ବାଡ଼ିରେ ପିଟିପିଟି ସ୍ତ୍ରୀକୁ ମାରିଦଲା ନୃଶଂସ ସ୍ୱାମୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଅସୁରିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରି ଅଘଟଣ l ମୃତ ସ୍ତ୍ରୀ ହେଉଛନ୍ତି କାଞ୍ଚନ ପରିଡା । ଆଉ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ରମାକାନ୍ତ…

ଜଳେଶ୍ବରରୁ ଉଦ୍ଧାର ହେଲା ଚୋରି ହୋଇଥିବା…

ବାଲେଶ୍ଵର: ଉଦ୍ଧାର ହେଲା ଚୋରି ହୋଇଥିବା ନବଜାତ ଶିଶୁ । ଜଳେଶ୍ବର ଅଞ୍ଚଳରୁ ନବଜାତ ପୁତ୍ରକୁ ଉଦ୍ଧାର କଲା ପୁଲିସ । ନବଜାତକୁ ଚୋରି କରିଥିବା ମହିଳା ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି ପୁଲିସ। ସେପଟେ ଶିଶୁପୁତ୍ରକୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ…

ଗାଁରେ ପଶି ଆତଙ୍କ ଖେଳାଉଥିଲା କଲରାପତରିଆ…

ଦକ୍ଷିଣ ବାଲେଶ୍ୱର/ଖଇରା/ଔପଦା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ଖଇରା ବଜାର ନିକଟ ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଏକ କଲରାପତରିଆ ବାଘ ଆକ୍ରମଣରେ ଔପଦା ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ତେବେ ଦୀର୍ଘ ୮ ଘଣ୍ଟା ଧରି ଅକ୍ଲାନ୍ତ…

ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଘରୁ…

ବାଲେଶ୍ବର: ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ । ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଛନ୍ତି ଲୋକେ। ତେବେ…

ଝିଅକୁ ସାବିତ୍ରୀ ଭାର ଦେଇ ଫେରୁଥିବା…

ସୋର: ଝିଅ ଘରୁ ଫେରିବାବେଳେ ବାପାର ମୃତ୍ୟୁ । ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ । ସୂଚନା ଅନୁସାରେ ବାସୁଦେବପୁର ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ଝିଅର ସାବତ୍ରୀ ଭାର ଦେଇ ନିଜ ଘରକୁ ଫେରୁଥିବା ବେଳେ ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ କୌଣସି ଅଜଣା…