ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600
Browsing Tag

Bahanga Train Accident

ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ…

ନୂଆଦିଲ୍ଲୀ : ରିଲେ ରୁମରେ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ…

ବାହାନଗା ଟ୍ରେନ୍ ଟ୍ରାଜେଡ଼ି:…

କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିହାରର ବିଜୟ ଦର୍ଶନ । ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜୟ । ମୃତଦେହକୁ ପ୍ରଶାସନ ଗାଡ଼ି ଯୋଗେ ବିହାର ପଠାଇବ । ଗତ ଜୁନ୍ ୨…

5T ଉପକ୍ରମରେ ବାହାନଗା ହାଇସ୍କୁଲକୁ ଏକ…

ଭୁବନେଶ୍ୱର:  ‍ବାଲେଶ୍ୱର ଜିଲ୍ଲାର ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ  ଭଙ୍ଗାଯିବ। ୫ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।…

ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ୬୬୧…

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳପ୍ରଚଳ ଚାଲିଛି । ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ଅଧିକାଂଶ ଟ୍ରେନ୍ ଚାଲୁଛି । ଖୁବଶୀଘ୍ର ସବୁ ଟ୍ରେନ୍…

ବାହାନଗା ଟ୍ରେନ ଟ୍ରାଜେଡି:…

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା CBI ଟିମ୍‌  । ଦୁର୍ଘଟଣାର ଖୋଳତାଡ଼ କରିବାକୁ ପହଞ୍ଚିଛନ୍ତି ସିବିଆଇ ଅଧିକାରୀ । ବାହାନଗା ବଜାର ଷ୍ଟେସନ୍‌‌ ରେଳ ଦୁର୍ଘଟଣାରେ ଗତକାଲିଠାରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ରେଳ ସୁରକ୍ଷା ଆୟୁକ୍ତ…

ଆଜି ପୁଣି ଓଡ଼ିଶା ଆସିବେ ମମତା: କଟକ ଓ…

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ ଭେଟିବେ। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ…

ବାହାନଗା ଟ୍ରେନ ଟ୍ରାଜେଡି: ସିବିଆଇ…

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡ଼ିରେ ସିବିଆଇ ତଦନ୍ତକୁ ସ୍ୱାଗତ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଦଳର ଉପ ସ୍ୱଭାନେତ୍ରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭଲ ହୋଇଛି ସିବିଆଇ ତଦନ୍ତ ଦିଆ ଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ…

ବାହାନଗା ଟ୍ରାଜେଡି: ବର୍ତ୍ତମାନ ସୁଦ୍ଧା…

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ…

୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ…

ସୋର: ବାହାନଗାରେ ସ୍ୱାଭାବିକ ହୋଇଛି ଟ୍ରେନ୍‌‌ ଚଳାଚଳ। ଟ୍ରାକରେ ଗଡିଛି ଟ୍ରେନ୍‌‌। ଆଜି ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌‌ ।  ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ…

ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର…

ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ…