ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

AccidentNews

ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ…

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି। ମୃତାହତ ସଂଖ୍ୟା ହ୍ରାସ ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ। ଏପରିସ୍ଥଳେ ସଡ଼କ ଦୁର୍ଘଟଣା ବଢ଼଼ିବା ପଛରେ କାରଣ ଜାଣିବା ପାଇଁ ପରିବହନ ବିଭାଗ…

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି…

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡାରେ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଫଳରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଆଦିତ୍ୟ ପାଢ଼ୀ ଓ ଶୁଭରଞ୍ଜନ ସେନାପତି। ସେମାନଙ୍କ ଘର…

କାର୍- ବସ୍ ମୁହାଁମୁହିଁ ଧକ୍କା, ୬ ମୃତ

ଚେନ୍ନାଇ: ତାମିଲନାଡୁର ଅନ୍ଧାନୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସରକାରୀ ବସ୍‌ ଓ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏକ ଟାଟା ସୁମୋରେ…

ସ୍କୁଟିକୁ ଧକ୍କା ଦେଲା ମାଲବାହୀ ଟ୍ରକ: ୫…

ଖୋର୍ଦ୍ଧା: ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ନିକଟ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ସହ ମାଲବାହୀ ଟ୍ରକ ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ବିନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ହୋଇଥିବା ମାଆ ଜଣଙ୍କ ହେଉଛନ୍ତି ଗାନ୍ଧି ପଡିଆର ବୈଜୟନ୍ତୀ ଦାସ।…

ଦେବଗଡ଼ରେ ପୃଥକ ପୃଥକ ସ୍ଥାନରେ ସଡ଼କ…

ଦେବଗଡ଼: ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ପୃଥକପୃଥକ ସ୍ଥାନରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  କଂସର ଫାଣ୍ଡି ଅନ୍ତର୍ଗତ ଅଘରିଆପଡ଼ା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିକଅପ ଭ୍ୟାନକୁ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨…

ଅଟୋ- ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାପା, ପୁଅ ଓ ପୁତୁରା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।…

କାଉଡିଆଙ୍କ ଉପରେ ମାଡ଼ିଗଲା କାର୍: ୨…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ - ଭେଜିପୁଟ ମଝି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଧକ୍କାରେ ପାଣି ଭାର ନେଇ ଯାଉଥିବା ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା…

ଖାଇକୁ ଖସିଲା ଯାତ୍ରୀବାହୀ ବସ୍: ୮ ମୃତ,…

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍  ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି…

ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟିଲା…

ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ଗତକାଲି ବିଳମ୍ବିତ ରାତିରେ  ଅଭାବନୀୟ ଘଟଣା ଘଟିଛି । ବସ୍‌‌ରେ ନିଆଁ ଲାଗି ୨୬ ଜଣଙ୍କର ମୃତ୍ୟୁ ଘଟିଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍‌ବେରେ ବସ୍‌‌ରେ ହଠାତ ନିଆଁ ଲାଗିଥିଲା । ବସ୍‌‌ଟି ୩୩ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ…

ପୁଲିସ ଗାଡ଼ି ଓ ଟ୍ରକ୍ ମୁହାଁମହିଁ ଧକ୍କା:…

ବୌଦ୍ଧ: ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ଗାଡ଼ି ଓ ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି। ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ…